ETV Bharat / bharat

30 ଜଣଙ୍କୁ ବଞ୍ଚାଇ ନିଜ ଜୀବନ ଦେଲା କୁକୁର

କଥାରେ ଅଛି ମଣିଷ ଠାରୁ ଅଧିକ ବିଶ୍ବସ୍ତ କୁକୁର। ଏମାନେ ପଶୁ ସିନା, ହେଲେ କେବେ କାହା ବିଶ୍ବାସକୁ ଭାଙ୍ଗିନଥାନ୍ତି। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବଣ୍ଡା ଅଞ୍ଚଳରେ। ଗୋଟିଏ ପୋଷା କୁକୁର ଜଣେ କି ଦୁଇ ଜଣ ନୁହେଁ ପ୍ରାୟ 30 ଜଣଙ୍କ ଜୀବନ ବଞ୍ଚାଇଛି।

author img

By

Published : Apr 13, 2019, 12:11 PM IST

ଫଟୋ ସୌଜନ୍ୟ- ଏଏନଆଇ

ଲକ୍ଷ୍ନୌ: କଥାରେ ଅଛି ମଣିଷ ଠାରୁ ଅଧିକ ବିଶ୍ବସ୍ତ କୁକୁର। ଏମାନେ ପଶୁ ସିନା, ହେଲେ କେବେ କାହା ବିଶ୍ବାସକୁ ଭାଙ୍ଗିନଥାନ୍ତି। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବଣ୍ଡା ଅଞ୍ଚଳରେ। ଗୋଟିଏ ପୋଷା କୁକୁର ଜଣେ କି ଦୁଇ ଜଣ ନୁହେଁ ପ୍ରାୟ 30 ଜଣଙ୍କ ଜୀବନ ବଞ୍ଚାଇଛି।

ଏହି ଅଞ୍ଚଳରେ ଗୋଟିଏ ଚାରି ମହଲା ବିଶିଷ୍ଟ ବିଲ୍ଡିଂର ତଳ ମହଲାରେ ପ୍ରଥମେ ସର୍ଟ ସର୍କିଟରୁ ନିଆଁ ଲାଗିଥିଲା। ପରେ ଏକ ପୋଷା କୁକୁର ଏହି ନିଆଁ ଦେଖି ଜୋରରେ ଭୁକିବାକୁ ଲାଗିଥିଲା। ଯାହା ଫଳରେ ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ମହଲାରେ ଥିବା ସମସ୍ତ ଲୋକ ନିଆଁ ଦେଖି ଘରୁ ବାହାରି ଆସିଥିଲେ।

ମାତ୍ର ତଳ ମହଲାରେ ଏକ ସିଲିଣ୍ଡର ବିସ୍ଫୋରଣ ହେବାରୁ କୁକୁରଟିର ସେଠାରେ ମୃତ୍ୟୁ ହୋଇଥିଲା। ମାତ୍ର ଏହି ଭୟାବହ ଅଗ୍ନିକାଣ୍ଡରୁ 30 ଜଣଙ୍କ ଜୀବନ ବଞ୍ଚିଯାଇଥିଲା। ପରେ ଖବର ପାଇ ଅଗ୍ନିଶମ ଟିମ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ତେବେ କୁକୁରକୁ ନେଇ ଏବେ ଚର୍ଚ୍ଚା ଜୋରଦାର। କାରଣ ବାରମ୍ବାର ଭୁକି ଲୋକମାନଙ୍କୁ ସଚେତନ କରି ଜୀବନ ବଞ୍ଚାଇଲା ସିନା ହେଲେ ନିଜ ଜୀବନ ଦେଲା ।

Intro:Body:

ଲକ୍ଷ୍ନୌ: କଥାରେ ଅଛି ମଣିଷ ଠାରୁ ଅଧିକ ବିଶ୍ବସ୍ତ କୁକୁର। ଏମାନେ ପଶୁ ସିନା, ହେଲେ କେବେ କାହା ବିଶ୍ବାସକୁ ଭାଙ୍ଗିନଥାନ୍ତି। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବଣ୍ଡା ଅଞ୍ଚଳରେ। ଗୋଟିଏ କୁକୁର ଜଣେ କି ଦୁଇ ଜଣେ ପ୍ରାୟ 30 ଜଣଙ୍କ ଜୀବନ ବଞ୍ଚାଇଛି। 

ଏହି ଅଞ୍ଚଳରେ ଗୋଟିଏ ଚାରି ମହଲା ବିଶିଷ୍ଟ ବିଲ୍ଡିଂର ତଳ ମହଲାରେ ପ୍ରଥମେ ସର୍ଟ ସର୍କିଟରୁ ନିଆଁ ଲାଗିଥିଲା। ପରେ ଏକ କୁକୁର ଏହି ନିଆଁ ଦେଖି ଜୋରରେ ଭୁକିବାକୁ ଲାଗିଥିଲା। ଯାହା ଫଳରେ ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ମହଲାରେ ଥିବା ସମସ୍ତ ଲୋକ ନିଆଁ ଦେଖି ଘରୁ ବାହାରି ଆସିଥିଲେ।

ମାତ୍ର ତଳ ମହଲାରେ ଏକ ସିଲିଣ୍ଡର ବିସ୍ଫୋରଣ ହେବାରୁ କୁକୁରଟିର ସେଠାରେ ମୃତ୍ୟୁ ହୋଇଥିଲା। ମାତ୍ର ଏହି ଭୟାବହ ଅଗ୍ନିକାଣ୍ଡରୁ 30 ଜଣଙ୍କ ଜୀବନ ବଞ୍ଚିଯାଇଥିଲା। ପରେ ଖବର ପାଇ ଅଗ୍ନିଶମ ଟିମ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ତେବେ କୁକୁରକୁ ନେଇ ଏବେ ଚର୍ଚ୍ଚା ଜୋରଦାର। କାରଣ ବାରମ୍ବାର ଭୁକି ଲୋକମାନଙ୍କୁ ସଚେତନ କରି ଜୀବନ ବଞ୍ଚାଇଲା ସିନା ହେଲେ ନିଜ ଜୀବନ ଦେଲା ।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.