ETV Bharat / bharat

ରମଜାନରେ ନିଜ ଘରେ ରହି ପ୍ରାର୍ଥାନା କରନ୍ତୁ: ମହାରାଷ୍ଟ୍ର ଗୃହମନ୍ତ୍ରୀ

ମୁମ୍ବାଇରେ କୋରୋନା ଭାଇରସର ସ୍ଥିତି ଗମ୍ଭୀର ରହିଛି । ଏଠାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ହେତୁ କଡା ନିୟମ ମଧ୍ୟ ରାଗୁ କରାଯାଉଛି । ତେବେ ଆଗକୁ ରମଜାନ ମାସ ଆରମ୍ଭ ହେବାକୁ ଯାଉଥିବା ହେତୁ ଏଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଉଛି । ସମ୍ପୂର୍ଣ୍ଣ ଖବର ପଢନ୍ତୁ..

author img

By

Published : Apr 20, 2020, 10:32 AM IST

ରମଜାନରେ ନିଜ ଘରେ ରହି ପ୍ରାର୍ଥାନା କରନ୍ତୁ: ମହାରାଷ୍ଟ୍ର ଗୃହମନ୍ତ୍ରୀ
ରମଜାନରେ ନିଜ ଘରେ ରହି ପ୍ରାର୍ଥାନା କରନ୍ତୁ: ମହାରାଷ୍ଟ୍ର ଗୃହମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ରବିବାର କହିଛନ୍ତି ଯେ ରମଜାନ ମାସ ଆରମ୍ଭ ହେବାକୁ ଯାଉଥିବାରୁ ନିଜ ଘରେ ନମାଜ ପାଠ କରିବା ଉଚିତ । ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶାବଳୀ ପାଳନ କରିବା ଉଚିତ ।

ବିଭିନ୍ନ ଧର୍ମର ଲୋକମାନେ ମହାରାଷ୍ଟ୍ରରେ ବସବାସ କରନ୍ତି । ରମଜାନ ମାସ ଆରମ୍ଭ ହେବାକୁ ଯାଉଛି ଏବଂ ସମସ୍ତ ଧର୍ମଗୁରୁ ଏକ ଫତୱା ଜାରି କରିଛନ୍ତି ଯେ ସମସ୍ତେ ନିଜ ଘରେ ରହିବା ସମୟରେ ନମାଜ ପାଠ କରିବା ଉଚିତ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋର ବିଶ୍ୱାସ ଯେ ସମସ୍ତ ମୁସଲମାନ ଭାଇମାନେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ପାଳନ କରିବେ । ସେପଟେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନାନୁଯାୟୀ ମହାରାଷ୍ଟ୍ରରେ ଏବେ ସୁଦ୍ଧା ମୋଟ 3,651 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭାରତରେ ସମୁଦାୟ କୋରୋନା ପିଜିଟିଭ 16,116 କୁ ବୃଦ୍ଧି ପାଇଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ 519 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.