ETV Bharat / bharat

ଦିଲ୍ଲୀରେ ‘ଆପ୍‌’ ସରକାର; କାମକୁ ମିଳିିଛି ଉପହାର କହିଲେ ଚିରାଗ ପାଶୱାନ

author img

By

Published : Feb 12, 2020, 11:54 AM IST

ଦିଲ୍ଲୀ ଫଳାଫଳ ପରେ ଏନଡିଏର ସହଯୋଗୀ ଲୋକ ଜନଶକ୍ତି ପାର୍ଟି(ଏଲଜେପି)ର ଜାତୀୟ ସଭାପତି ଚିରାଗ ପାଶୱାନଙ୍କ ବଡ ବୟାନ । ବିଜୟ ପାଇଁ କେଜ୍ରିୱାଲଙ୍କୁ ଶୁଭେଚ୍ଛା ଜଣାଇବା ସହ ଦିଲ୍ଲୀବାସୀ କାମ ପାଇଁ ଆପ୍‌କୁ ବିଜୟ ଭେଟି ଦେଇଛନ୍ତି ବୋଲି କହିଛନ୍ତି । ଅଧିକ ପଢନ୍ତୁ...

Lok Janshakti Party on AAP win
Lok Janshakti Party on AAP win

ନୂଆଦିଲ୍ଲୀ: ଦିଲ୍ଲୀ ଫଳାଫଳ ପରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲିୟାନ୍ସ(ଏନଡିଏ)ର ସହଯୋଗୀ ଲୋକ ଜନଶକ୍ତି ପାର୍ଟି(ଏଲଜେପି)ର ଜାତୀୟ ସଭାପତି ଚିରାଗ ପାଶୱାନଙ୍କ ବଡ ବୟାନ । ବିଜୟ ପାଇଁ କେଜ୍ରିୱାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶୱାନଙ୍କ ପୁଅ ଚିରାଗ ପାଶୱାନ । ଏହା ଜନତାଙ୍କ ପାଇଁ କରିିଥିବା କାମର ପୁରସ୍କାର ବୋଲି କହିଛନ୍ତି ଚିରାଗ ।

  • आज के दिल्ली के परिणामों ने यह साबित कर दिया हैं की जनता काम के आधार पर इनाम देती है।जिस प्रकार लोकसभा में नरेंद्र मोदी जी के काम पर वोट मिला उसी प्रकार आज अरविंद केजरीवाल जी को भी उनके काम के आधार पर जनता का आशीर्वाद मिला।आज के जीत की ढेर सारी शुभकामनाए।@ArvindKejriwal

    — Chirag Paswan (@ichiragpaswan) February 11, 2020 " class="align-text-top noRightClick twitterSection" data=" ">

ଦିଲ୍ଲୀରେ ୭୦ଟି ଆସନ ମଧ୍ୟରୁ ୬୨ଟି ଆସନରେ ବିଜୟ ଲାଭ କରିବା ସହ ଆପ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଜାତୀୟ ଦଳ ବିଜେପିକୁ ମିଳିଛି ମାତ୍ର 8 ଆସନ ଓ ଦେଶର ସର୍ବପୁରାତନ ଦଳ ଖାତା ଖୋଲିବାରେ ସକ୍ଷମ ହୋଇନାହିଁ । ଆମ ଆଦମୀ ପାର୍ଟିର ବିପୁଳ ବିଜୟ ପରେ ଜନତା କାମ ଆଧାରରେ ପୁରସ୍କାର ପ୍ରଦାନ କରିଛନ୍ତି ବୋଲି କହିଛନ୍ତି ଚିରାଗ ପାଶୱାନ ।

ଲୋକସଭା ନିର୍ବାଚନରେ ଯେଉଁଭଳି ଦେଶବାସୀ ନରେନ୍ଦ୍ର ମୋଦିଙ୍କୁ କାମ ଆଧାରରେ ଭୋଟ କରିଥିଲେ , ସେହିଭଳି ଭାବରେ ରାଷ୍ଟ୍ରୀୟ ରାଜଧାନୀରେ କେଜ୍ରିୱାଲ ସରକାରଙ୍କୁ ଜନହିତକାରୀ କାମ ପାଇଁ ଲୋକେ ଭୋଟ ଦେଇଛନ୍ତି ।

ସୂଚନା ଅନୁସାରେ 2020 ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟ ସହ ରାଷ୍ଟ୍ରୀୟ ରାଜଧାନୀରେ ହ୍ୟାଟ୍ରିକ ଥର ପାଇଁ ସରକାର ଗଠନ କରିବ ଆପ୍‌ ।

PTI INPUT

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.