ETV Bharat / bharat

ପିସିଏ ଆକ୍ଟରେ ଗିରଫ ହେଲେ ପିଡିପି ନେତା ନଇମ ଅଖତାର - ପିପୁଲ୍ସ ଡେମୋକ୍ରାଟିକ ପାର୍ଟି

ପିପୁଲ୍ସ ଡେମୋକ୍ରାଟିକ ପାର୍ଟି ନେତା ନଇମ ଅଖତାରଙ୍କୁ ଗିରଫ କରିଛି ପୋଲିସ । ତାଙ୍କୁ ସାର୍ବଜନିକ ସୁରକ୍ଷା ଅଧିନିୟମ(ପିସିଏ) ଆଧାରରେ ଗିରଫ କରାଯାଇଛି । ଆଗକୁ ପଢନ୍ତୁ...

PDP leader Naeem Akhtar who is in detention, has been booked under PSA
ପିସିଏ ଆକ୍ଟରେ ଗିରଫ ହେଲେ ପିଡିପି ନେତା ନଇମ ଅଖତାର
author img

By

Published : Feb 9, 2020, 1:41 AM IST

ଶ୍ରୀନଗର: ପିପୁଲ୍ସ ଡେମୋକ୍ରାଟିକ ପାର୍ଟି ନେତା ନଇମ ଅଖତାରଙ୍କୁ ପୋଲିସ ଗିରଫ କରିଛି । ତାଙ୍କୁ ସାର୍ବଜନିକ ସୁରକ୍ଷା ଅଧିନିୟମ (ପିସିଏ) ଆଧାରରେ ଗିରଫ କରାଯାଇଛି । ଗତବର୍ଷ ଜମ୍ମୁକାଶ୍ମୀରରୁ ଧାରା 370 ଉଚ୍ଛେଦ ସମୟରେ ତାଙ୍କୁ ଅଟକ ରଖାଯାଇଥିଲା ।

ପୂର୍ବରୁ ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ଓ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି ନେତ୍ରୀ ମେହବୁବା ମୁଫତିଙ୍କୁ ମଧ୍ୟ ପିସିଏ ଆକ୍ଟରେ ଗିରଫ କରାଯାଇଥିଲା । ଏଥିପାଇଁ ରାଜ୍ୟସଭା ସାଂସଦ ନାଜିର ଅହମ୍ମଦ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ । ଏମାନେ କୌଣସି ଆତଙ୍କବାଦୀ କିମ୍ବା ଦେଶଦ୍ରୋହୀ ନୁହଁନ୍ତି ବୋଲି ସେ ଉଲ୍ଲେଖ କରିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.