ETV Bharat / bharat

ପୁଣି ଗୁଗଲ ପ୍ଲେ ଷ୍ଟୋରରେ ପେଟିଏମର ଏଣ୍ଟ୍ରି

ପେଟିଏମ ୟୁଜର୍ସଙ୍କ ପାଇଁ ଖୁସି ଖବର । ପୁଣି ଗୁଗଲ ପ୍ଲେ ଷ୍ଟୋରକୁ କମବ୍ୟାକ କରିଛି ପେଟିଏମ ଆପ । ଏବେ ଆପଣ ଚାହିଁଲେ ଏହାକୁ ଡାଉନଲୋନ କରିପାରିବେ । ଅଧିକ ପଢନ୍ତୁ..

ପୁଣି ଗୁଗୁଲ ପ୍ଲେ ଷ୍ଟୋରରେ ପେଟିଏମର ଏଣ୍ଟ୍ରି
ପୁଣି ଗୁଗୁଲ ପ୍ଲେ ଷ୍ଟୋରରେ ପେଟିଏମର ଏଣ୍ଟ୍ରି
author img

By

Published : Sep 18, 2020, 7:55 PM IST

ନୂଆଦିଲ୍ଲୀ: କିଛି ଘଣ୍ଟାର ବିଚାରବିମର୍ଶ ପରେ ପୁଣି ଗୁଗଲ ପ୍ଲେ ଷ୍ଟୋରକୁ କମବ୍ୟାକ କରିଛି ପେମେଣ୍ଟ ମେବାଇଲ ଆପ୍ଲିକେସନ ପେଟିଏମ । ଶୁକ୍ରବାର ଗୁଗଲ ପକ୍ଷରୁ କିଛି ନିୟମ ଉଲ୍ଲଙ୍ଘନ କରାଯାଉଥିବା ଅଭିଯୋଗ ଦର୍ଶାଇ ପେଟିଏମ ଆପକୁ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଥିଲା । ଏନେଇ ଆପରେ ରହିଥିବା ଜମା ଟଙ୍କାକୁ ନେଇ ୟୁଜର୍ସଙ୍କ ଚିନ୍ତା ବଢିଥିବା ଦେଖିବାକୁ ମିଳିଥିଲା ।

ପୁଣି ଗୁଗୁଲ ପ୍ଲେ ଷ୍ଟୋରକୁ
ପୁଣି ଗୁଗୁଲ ପ୍ଲେ ଷ୍ଟୋରକୁ

ତେବେ ଏନେଇ କମ୍ପାନୀ ଟ୍ବିଟ କରି ୟୁଜର୍ସଙ୍କୁ ଆଶ୍ବସନା ଦେଇଥିଲା, ବହୁତ ଶୀଘ୍ର ଏହି ସମସ୍ୟା ଦୂର ହେବ । ଏବେ ପୁଣି ଏହି ଆପ ଗୁଗଲ ପ୍ଲେ ଷ୍ଟୋରକୁ ଫେରିଛି । ଏଥିସହ କମ୍ପାନୀର ଅନ୍ୟ ଆପ ପେଟିଏମ ଫର ବିଜନେସ, ପେଟିଏମ ମନି, ପେଟିଏମ ମଲ ଏବଂ ଅନ୍ୟ କିଛି ପ୍ଲେ ଷ୍ଟୋରରେ ଡାଉନଲୋଡ ପାଇଁ ଉପଲବ୍ଧ ଅଛି ।

ପୁଣି ଗୁଗୁଲ ପ୍ଲେ ଷ୍ଟୋରକୁ ପେଟିଏମର କମବ୍ୟାକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.