ETV Bharat / bharat

‘ଧାରା 370 ଉଚ୍ଛେଦ ପରେ କାଶ୍ମୀରରେ କମିଛି ଆତଙ୍କୀ ଆକ୍ରମଣ’

ଧାରା 370 ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଘଟଣା ପାଖାପାଖି ଶୂନକୁ ପହଞ୍ଚିଛି ବୋଲି ଲୋକସଭାରେ ଜବାବ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

author img

By

Published : Nov 27, 2019, 1:59 PM IST

parliament-winter-session
ଫଟୋ ସୌଜନ୍ୟ: ଲୋକସଭା ଟିଭି

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ଘାଟିରେ ଆତଙ୍କବାଦୀ କାର୍ଯ୍ୟକଳାପ କମ୍‌ ହୋଇଯାଇଛି । ଆତଙ୍କବାଦୀ ଆକ୍ରମଣ ଘଟଣା ପାଖାପାଖି ଶୂନକୁ ପହଞ୍ଚିଛି ବୋଲି ଲୋକସଭାରେ ଜବାବ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଧାରା ୩୭୦ର ଉଚ୍ଛେଦକୁ ନେଇ ବିରୋଧୀଙ୍କ ପ୍ରଶ୍ନର ଜବାବ ଦେଇ ରାଜନାଥ ସିଂହ କହିଛନ୍ତି, ଜମ୍ମୁ-କାଶ୍ମୀରରେ ସ୍ଥିତି ସାମାନ୍ୟ ହେଉଛି । ସୁରକ୍ଷା କର୍ମୀ ଏବଂ ପୋଲିସ ସମନ୍ବୟ ରକ୍ଷା କରି ଉଚିତ ପଦକ୍ଷେପ ନେଉଛନ୍ତି । ଘାଟିରେ ଏବେ ଆତଙ୍କବାଦୀ କାର୍ଯ୍ୟକଳାପ ଶୂନ ସହ ସମାନ ବୋଲି ସେ କହିଛନ୍ତି ।

ଭିଡିଓ ସୌଜନ୍ୟ: ଲୋକସଭା ଟିଭି

ଏହା ବ୍ୟତୀୟ ସେନା ନିଯୁକ୍ତିକୁ ନେଇ ବିରୋଧୀଙ୍କ ପକ୍ଷରୁ ପଚାରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ରାଜନାଥ ସିଂହ କହିଛନ୍ତି, " ଦେଶରେ 73 ଟି ସେନା ନିଯୁକ୍ତି କେନ୍ଦ୍ର ରହିଛି । ପ୍ରତ୍ୟକ ନିଯୁକ୍ତି କେନ୍ଦ୍ର ସହ ଏକ ନିଶ୍ଚିତ ସଂଖ୍ୟାରେ ଜିଲ୍ଲା ଜଡିତ ରହିଛି । "

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.