ETV Bharat / bharat

ମୌସୁମୀ ଅଧିବେଶନ: କଳାହାଣ୍ଡି ଓ ନୂଆପଡାରେ BSNL ଟାୱାର ଦାବି

ଶୂନ୍ୟକାଳରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଭାଗ ନେଇ କଳାହାଣ୍ଡି ଓ ନୂଆପଡାର କିଛି ଅଞ୍ଚଳରେ ବିଏସଏନଏଲ ଟାୱାର କରିବାକୁ ଦାବି କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Sep 14, 2020, 12:14 PM IST

ମୌସୁମୀ ଅଧିବେଶନ
ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଆଜିଠାରୁ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଚଳିତ ଥର ପ୍ରଶ୍ନକାଳ ନଥିବାବେଳେ ଶୂନ୍ୟକାଳ ଚାଲିଛି । ଶୂନ୍ୟକାଳରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଭାଗ ନେଇ କଳାହାଣ୍ଡି ଓ ନୂଆପଡାର କିଛି ଅଞ୍ଚଳରେ ବିଏସଏନଏଲ ଟାୱାର କରିବାକୁ ଦାବି କରିଛନ୍ତି ।

ମୌସୁମୀ ଅଧିବେଶନ

କଳାହାଣ୍ଡି ଓ ନୂଆପଡା ଦୁଇଟି ଆକାଂକ୍ଷା ଜିଲ୍ଲା ହୋଇଥିବାବେଳେ ଏହାର କିଛି ଅଞ୍ଚଳରେ ବିଏସଏନଏଲ ଟାୱାର ଏପର୍ଯ୍ୟନ୍ତ ନାହିଁ । ଫଳରେ ସେଠାକାର ଲୋକମାନେ ଯୋଗଯୋଗ କରିବାରେ ଅସୁବିଧା ଭୋଗ କରୁଛନ୍ତି ।

ଏହାକୁ ଧ୍ୟାନରେ ରଖି ବିଏସଏନଏଲ ଟାୱାର କରିବାକୁ ସାଂସଦ ସଂସଦରେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.