ETV Bharat / bharat

ଛାତ୍ରଛାତ୍ରୀଙ୍କୁ ଅନଲାଇନ କ୍ଲାସ ଯୋଗାଇବ ପଞ୍ଜାବ ବିଶ୍ବବିଦ୍ୟାଳୟ - ପଞ୍ଜାବ ବିଶ୍ବବିଦ୍ୟାଳୟ

କୋରୋନା ଭାଇରସକୁ ନେଇ ସମଗ୍ର ଦେଶରେ ଲକଡାଉନ ଲାଗୁ ହୋଇଛି । ଏହା ମଧ୍ୟରେ ପଞ୍ଜାବ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଅନଲାଇନ କ୍ଲାସ ଯୋଗାଇବାକୁ ନିଷ୍ପତ୍ତି ନେଇଛି ।

online class
ଛାତ୍ରଛାତ୍ରୀଙ୍କୁ ଅନଲାଇନ କ୍ଲାସ ଯୋଗାଇବା ପଞ୍ଜାବ ବିଶ୍ବବିଦ୍ୟାଳୟ
author img

By

Published : Apr 30, 2020, 10:52 AM IST

ଚଣ୍ଡିଗଡ: କୋରୋନା ଭାଇରସକୁ ନେଇ ସମଗ୍ର ଦେଶରେ ଲକଡାଉନ ଲାଗୁ ହୋଇଛି । ଏହା ମଧ୍ୟରେ ପଞ୍ଜାବ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଅନଲାଇନ କ୍ଲାସ ଯୋଗାଇବାକୁ ନିଷ୍ପତ୍ତି ନେଇଛି ।

ଏଥିସହ ବିଶ୍ବବିଦ୍ୟାଳୟ ଆଗାମୀ ଶିକ୍ଷାବର୍ଷ ନିମନ୍ତେ ଛାତ୍ରଛାତ୍ରୀଙ୍କୁ ହ୍ବାଟ୍ସଆପ ଜରିୟାରେ ନୋଟ୍ସ ଦେବା ଆରମ୍ଭ କରିଛି ।

ଆମେ ଏକ ହ୍ବାଟ୍ସଆପ୍ ଗ୍ରୁପ କରିଛୁ । ଯେଉଁଥିରେ ଆମେ ଛାତ୍ରଛାତ୍ରୀଙ୍କ ନିମନ୍ତେ ସମସ୍ତ ନୋଟ୍ସ ପଠାଇଛୁ । ଯଦି କୌଣସି ଛାତ୍ର କିମ୍ବା ଛାତ୍ରୀଙ୍କୁ ନୋଟ୍ସ ନେଇ କୌଣସି ଅସୁବିଧା ଥାଏ ତେବେ ସେମାନେ ନିଜ ବ୍ୟକ୍ତିଗତ ହ୍ବାଟ୍ସଆପ ଦ୍ବାରା ନୋଟ୍ସକୁ ଶିକ୍ଷକଙ୍କୁ ପଠାଇପାରିବେ ବୋଲି ପଞ୍ଜାବ ବିଶ୍ବବିଦ୍ୟାଳୟ ଆଡଭାଇଜରୀ କମିଟି ଚେୟାରମ୍ୟାନ ନବଦୀପ ଗୋଏଲ କହିଛନ୍ତି ।

ଏହି ନିଷ୍ପତ୍ତି ବିଶ୍ବାବିଦ୍ୟାଳୟ ଦ୍ବାରା ନିଆଯାଇଥିବା ବେଳେ ମେ 3 ଯାଏଁ ଏହା କାମ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.