ETV Bharat / bharat

ରାଫେଲ ନଆସୁଣୁ ମାର୍କେଟକୁ ଆସିଲା ‘ରାଫେଲ ପାନ ମସଲା’

author img

By

Published : Oct 8, 2019, 10:34 PM IST

ମାର୍କେଟରେ ଚର୍ଚ୍ଚାର ବିଷୟ ପାଲଟିଛି ରାଫେଲ ପାନ ମସଲା । ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ସେୟାର ହୋଇଛି ପାନ ମସଲା ଭିଡିଓ ।

ଫଟୋ ସୌଜନ୍ୟ: ଏଏନଆଇ

ଲକ୍ଷ୍ନୌ: ପ୍ରତିକ୍ଷାର ଅନ୍ତ ଘଟିବା ପରେ ଭାରତକୁ ମିଳିଛି ପ୍ରଥମ ରାଫେଲ । ହେଲେ ଏହା ପୂର୍ବରୁ ମାର୍କେଟରେ ଚର୍ଚ୍ଚାର ବିଷୟ ପାଲଟିଛି ରାଫେଲ ପାନ ମସଲା । ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ସେୟାର କରାଯାଇଛି ଏହି ପାନ ମସଲା ଭିଡିଓ ।

PIC
ଫଟୋ ସୌଜନ୍ୟ: ଟ୍ବିଟର@ANI

11 ସେକେଣ୍ଡର ଆନିମେଟେଡ ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପାନ ମସଲା ଉପରେ ‘ଜାନ ଜୁବାନ କି ’ ବୋଲି ଟ୍ୟାଗ ଲାଇନ ରହିଛି ।

PIC
ଫଟୋ ସୌଜନ୍ୟ: ଟ୍ବିଟର@ANI

ଭାରତୀୟ ବାୟୁସେନା ଦିବସରେ ଭାରତକୁ ଫ୍ରାନ୍ସ ଠାରୁ ପ୍ରଥମ ରାଫେଲ ଯୁଦ୍ଧ ବିମାନ ମିଳିଛି । ଭାରତୀୟ ବାୟୁସେନାକୁ ବିମାନ ହସ୍ତାନ୍ତର କରିଛି ଫ୍ରାନ୍ସ । ରାଫେଲ ଫାଇଟର ଜେଟ୍ ସହ ଶସ୍ତ୍ର ପୂଜା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ପାନ ମସଲା ବ୍ରାଣ୍ଡ ଭାରତୀୟ ବଜାରରେ ଖୁବ ଆଗକୁ ଯିବ ବୋଲି ଟ୍ବିଟର ୟୁଜର୍ସ କହିଛନ୍ତି । ଅନ୍ୟ ୟୁଜର୍ସଙ୍କ କହିବା ଅନୁସାରେ, ଏହି ପାନ ମସଲା ବେଶୀ ଦିନ ମାର୍କେଟରେ ତିଷ୍ଠି ପାରିବ ନାହିଁ।

Intro:Body:

BLANK FOR LINK 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.