ETV Bharat / bharat

ପଞ୍ଜାବରେ ପାକିସ୍ତାନୀ ଡ୍ରୋନ୍‌କୁ ଖସାଇଲା ବିଏସ୍‌ଏଫ୍‌; ହାଇ ଆଲର୍ଟ ଜାରି

ବୁଧବାର ବିଳମ୍ବିତ ରାତ୍ରୀରେ ପଞ୍ଜାବର ତର୍ଣ୍ଣ ତରଣ ଜିଲ୍ଲା ଅନ୍ତର୍ଗତ ଖେମ୍‌ କରଣ ସେକ୍ଟର୍‌ରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ପାକିସ୍ତାନୀ ଡ୍ରୋନ୍‌କୁ ଗୁଳି ମାରି ଖସାଇଛି।

author img

By

Published : Apr 4, 2019, 2:27 PM IST

Updated : Apr 4, 2019, 2:39 PM IST

ଡିଜାଇ ଫଟୋ

ନୂଆଦିଲ୍ଲୀ: ପାକିସ୍ତାନର ସବୁ ଚାଲ୍‌କୁ ପଣ୍ଡ କରୁଛି ଭାରତୀୟ ସେନା। ବୁଧବାର ବିଳମ୍ବିତ ରାତ୍ରୀରେ ପଞ୍ଜାବର ତର୍ଣ୍ଣ ତରଣ ଜିଲ୍ଲା ଅନ୍ତର୍ଗତ ଖେମ୍‌ କରଣ ସେକ୍ଟର୍‌ରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ପାକିସ୍ତାନୀ ଡ୍ରୋନ୍‌କୁ ଗୁଳି ମାରି ଖସାଇଛି। ଏହାପରେ ସୀମାନ୍ତରେ ଥିବା ଗାଁ ଓ ଏହାର ଆଖପାଖ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି ।

ବୁଧବାର ବିଳମ୍ବିତ ରାତ୍ରୀରେ ରୋହତକ ଜିଲ୍ଲାର ବିଓପି ନିକଟରେ ଡ୍ରୋନ୍‌ଟି ଦେଖା ଦେଇଥିଲା। ଏହା ପରେ ବିଏସ୍‌ଏଫ୍‌ ଏହାକୁ ଆଣ୍ଟି-ଏୟାର୍‌କ୍ରାଫ୍‌ଟ୍‌ ଗନ୍‌ ମାଧ୍ୟମରେ ଗୁଳି କରି ଖସାଇ ଥଲା । ଏ ପର୍ଯ୍ୟନ୍ତ ଡ୍ରୋନ୍‌ଟି ଭାରତ ସୀମା ପଟରେ କିମ୍ବା ପାକିସ୍ତାନ ସୀମା ପଟରେ ପଡ଼ିଛି ସେ ଖବର ମିଳି ନଥିବା କହିଛି ବିଏସ୍‌ଏଫ୍‌ ।

ଏହି ଘଟଣା ପରେ ଗାଁ ସରପଞ୍ଚ ଲଖବୀର ସିଂହ ସେ ଡ୍ରୋନ୍‌ଟିକୁ ଗୁଳି କରି ଖସାଇ ଦିଆ ଯିବା ଦେଖିଛନ୍ତି । ଏହା ପରେ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ସେ ଗ୍ରାମରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରିଛି।

ଏଠାରେ ସୂଚନା ଯୋଗ୍ୟ ଯେ ରବିବାର ବିଳମ୍ବିତ ରାତ୍ରୀରେ ଭାରତୀୟ ବାୟୁସେନା ପାକିସ୍ତାନର ଆଉ ଏକ ଯୋଜନାକୁ ପଣ୍ଡ କରିଛି । ରବିବାର ପଞ୍ଜାବ ସୀମା ନିକଟରେ ପଇଁତରା ମାରୁଥିବା 4ଟି F-୧୬ ବିମାନକୁ ଭାରତୀୟ ବାୟୁସେନାର ସୁଖୋଇ-୩୦ ଏବଂ ମିରାଜ୍‌-୨୦୦୦ ଲଢୁଆ ବିମାନ ଘଉଡ଼ାଇ ଥିଲା ।

Intro:Body:

New Delhi: The Congress will release its manifesto for the upcoming Lok Sabha polls at various state capitals on Thursday. Party spokespersons will release the manifesto at the state headquarters and list out the key points in the document.

Conclusion:
Last Updated : Apr 4, 2019, 2:39 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.