ETV Bharat / bharat

ଆତଙ୍କବାଦ ସଂଗଠନ ସହ ହାତ ମିଳାଇଲା ପାକିସ୍ତାନ!

ପାକର ଅନେକ ସେନା ଓ ମନ୍ତ୍ରୀ ଆତଙ୍କବାଦୀଙ୍କ ସହ ମିଶିଥିବାବେଳେ ପାକିସ୍ତାନ ସେନାର ମେଜର୍ ଜେନେରାଲ ଆସିଫ୍ ଗଫୁର, ରସଦୀୟା ମଦ୍ରାସା ଗସ୍ତ କରିଛନ୍ତି । ଏ ନେଇ ଫଟୋ ପୋଷ୍ଟ କରିଛନ୍ତି ମଦ୍ରାସା ଛାତ୍ର ।

Pakistani army increases interaction
ଆତଙ୍କବାଦ ସଂଗଠନ ସହ ହାତ ମେଳାଇଲା ପାକିସ୍ତାନ!
author img

By

Published : Dec 29, 2019, 12:26 PM IST

ଇସଲାମବାଦ: ବାରମ୍ବାର ଭାରତ ଉପରେ ଆକ୍ରମଣ କରି ପରାସ୍ତ ହେଉଥିବା ପାକିସ୍ତାନ ଶେଷରେ କୌଣସି ଉପାୟ ନପାଇ ଆତଙ୍କବାଦୀଙ୍କ ସହ ମିଶିଛନ୍ତି । ପାକର ଅନେକ ସେନା ଓ ମନ୍ତ୍ରୀ ଆତଙ୍କବାଦୀଙ୍କ ସହ ମିଶିଥିବାବେଳେ ପାକିସ୍ତାନ ସେନାର ମେଜର୍ ଜେନେରାଲ ଆସିଫ୍ ଗଫୁର, ରସଦୀୟା ମଦ୍ରାସା ଗସ୍ତ କରିଛନ୍ତି ।

କରାଚୀରେ ଥିବା ରସଦୀୟା ମଦ୍ରାସାକୁ 27 ଡିସେମ୍ବରରେ ଆସିଫ୍ ଗସ୍ତ କରିଛନ୍ତି । ଏହି ମଦ୍ରାସା ସହ ଜୈସ-ଏ-ମହମ୍ମଦ, ସୈୟେଦ ସଲାଉବ୍ଦିନ ଭଳି ଅନେକ ସାମିଲ ରହିଥିବା କୁହାଯାଏ । ଏପରିକି 2002ରେ ସାମ୍ବାଦିକ ଡାନିଏଲ ପର୍ଲଙ୍କ ଅପହରଣ ଓ ହତ୍ୟା ସହ ମଧ୍ୟ ଏହି ମଦ୍ରାସା ବିରୋଧରେ ମାମଲା ରୁଜୁ ହୋଇଛି । ଏପିରିକି ଏହାକୁ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ସଂଗଠନ ବୋଲି ମଧ୍ୟ ଘୋଷଣା କରାଯାଇଥିଲା ।

ତେବେ ଏନେଇ ଗଫୁର କୌଣସି ସାର୍ବଜନୀନ ପୋଷ୍ଟ କରିନଥିଲେ ମଧ୍ୟ ସେଠାକାର ଛାତ୍ର, ଗଫୁରଙ୍କ ସହ ଫଟୋ ପୋଷ୍ଟ କରିଥିଲେ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.