ETV Bharat / bharat

ପୁଣି ପୁଞ୍ଚ ଜିଲ୍ଲାରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକ୍

author img

By

Published : Sep 26, 2020, 11:17 AM IST

ବଦମାସୀ ଛାଡୁନି ପାକିସ୍ତାନ । ପୁଣି ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ । ଶୁକ୍ରବାର ବିଳମ୍ବିତ ରାତି 2.15 ସମୟରେ ଏଲଓସିର ମାନାକୋଟ୍ ସେକ୍ଟର ପୁଞ୍ଚରେ ପାକିସ୍ତାନ ଏହି ଗୁଳି ବିନିମୟ କରିଛି ।

ପୁଣି ପୁଞ୍ଚ ଜିଲ୍ଲାରେ ଅସ୍ତ୍ରବିରତି ଉଲଙ୍ଘନ କଲା ପାକ୍

ଶ୍ରୀନଗର: ବଦମାସୀ ଛାଡୁନି ପାକିସ୍ତାନ । ପୁଣି ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ । ଗୁଳିଚଳାଇବା ସହ ମୋର୍ଟାର ମାଡ କରିଛି ପାକ ସେନା । ଶୁକ୍ରବାର ବିଳମ୍ବିତ ରାତି 2.15 ସମୟରେ ଏଲଓସିର ମାନାକୋଟ୍ ସେକ୍ଟର ପୁଞ୍ଚରେ ପାକିସ୍ତାନ ଏହି ଗୁଳି ବିନିମୟ କରିଛି । ପାଖାପାଖି 45 ମିନିଟ୍ ପରେ ଏହି ଗୁଳିମୟ ବନ୍ଦ ହୋଇଥିଲା ।

ସେହିପରି ଶୁକ୍ରବାର ମଧ୍ୟ ସୀମାରେ ପାକ୍ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ଗୁଳିଚଳାଇବା ସହ ମୋର୍ଟାର ମାଡ କରିଛି ପାକ ସେନା । ତେବେ ଗୁରୁବାର ମଧ୍ୟରାତ୍ରିରେ ଏଲଓସିର ଦେଗୱର ପୁଞ୍ଚର ମାଲତି ସେକ୍ଟରରେ ଏହି ଗୁଳିବିନିମୟ ହୋଇଥିଲା। ସେନାର ସୂତ୍ର ଅନୁସାରେ, ଅସ୍ତ୍ରବିରତୀ ଉଲ୍ଲଂଘନ ରାତି ପ୍ରାୟ 10 ସମୟରେ ଆରମ୍ଭ ହୋଇଥିଲା । ପାକ୍ ସୈନ୍ୟଙ୍କୁ କଡା ଜବାବ ଦେଇଛନ୍ତି ଭାରତୀୟ ଯବାନ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.