ETV Bharat / bharat

58 ତୀର୍ଥଯାତ୍ରୀଙ୍କୁ ଭିସା ଦେବାକୁ ମନା କଲା ପାକ୍ - ତୀର୍ଥଯାତ୍ରୀ

ମହାରାଜା ରଣଜିତ୍ ସିଂହଙ୍କ ପୂଣ୍ୟତିଥିରେ ସାମିଲ ହେବେନି 58 ଭାରତୀୟ ତୀର୍ଥଯାତ୍ରୀ । ଏମାନଙ୍କୁ ଭିସା ଦେବାକୁ ମନା କରିଛି ପାକ୍ ।

ଫାଇଲ ଫଟୋ
author img

By

Published : Jun 27, 2019, 6:21 AM IST

ନୂଆଦିଲ୍ଲୀ: ମହାରାଜା ରଣଜିତ୍ ସିଂହଙ୍କ ପୂଣ୍ୟତିଥିରେ ଯୋଗ ଦେବେନି 58ଜଣ ଭାରତୀୟ । କାରଣ 58ଜଣ ଭାରତୀୟଙ୍କୁ ଭିସା ଦେବାକୁ ମନା କରି ଦେଇଛି ପାକ୍ । ଫଳରେ ଏମାନେ ପୂଣ୍ୟତିଥିରେ ଯୋଗ ଦେବାରୁ ବଞ୍ଚିତ ହେବେ । ତେବେ ପୂର୍ବରୁ ପାକିସ୍ତାନ 224ଜଣ ଭାରତୀୟଙ୍କ ଭିସା ଜାରି କରିଛି ।

ଏନେଇ ଶିରୋମଣି ଗୁରୁଦ୍ବାର ପ୍ରବନ୍ଧକ କମିଟିର ସଚିବ ମଞ୍ଜିତ ସିଂହ କହିଛନ୍ତି, ଆମେ 282ଜଣ ତୀର୍ଥଯାତ୍ରୀଙ୍କ ସୂଚୀ ସେମାନଙ୍କୁ ପଠାଇଥିଲୁ । ହେଲେ ସେମାନେ କେବଳ 224ଜଣଙ୍କ ଭିସା ଜାରି କରିଛନ୍ତି, ଅନ୍ୟମାନଙ୍କୁ ଭିସା ଦେବାକୁ ମନା କରିଛନ୍ତି । ତେବେ ଏହି ତୀର୍ଥଯାତ୍ରୀ ମାନେ ଗୁରୁବାର ଏକ ସ୍ବତନ୍ତ୍ର ଟ୍ରେନ ଯୋଗେ ଅଟାରୀରୁ ପାକିସ୍ତାନ ଯାତ୍ରା କରିବେ ।

Intro:Body:

dcdc

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.