ETV Bharat / bharat

ପୁଣି ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ

author img

By

Published : Sep 26, 2020, 3:40 PM IST

ଶନିବାର ଏଲଓସି ନିକଟରେ ଥିବା ରାଜୌରୀ ଜିଲ୍ଲାର ନୋଶେରା ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ।

ପୁଣି ସୀମାରେ ଅସ୍ତ୍ରବିରତି  ଉଲଙ୍ଘନ କଲା ପାକିସ୍ତାନ

ଶ୍ରୀନଗର: ପୁଣି ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ । ଶନିବାର ଏଲଓସି ନିକଟରେ ଥିବା ରାଜୌରୀ ଜିଲ୍ଲାର ନୋଶେରା ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ।

ଶନିବାର ଦିନ ପ୍ରାୟ 11.15 ସମୟରେ ଗୁଳି ଚଳାଇବା ସହ ମୋର୍ଟାର ମାଡ କରି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକ୍ ।

ସେହିପରି ଶୁକ୍ରବାର ମଧ୍ୟ ବିଳମ୍ବିତ ରାତି ପ୍ରାୟ 2.15 ସମୟରେ ଏଲଓସିର ମାନାକୋଟ୍ ସେକ୍ଟର ପୁଞ୍ଚରେ ପାକିସ୍ତାନ ଏହି ଗୁଳି ବିନିମୟ କରିଛି । ପାଖାପାଖି 45 ମିନିଟ୍ ପରେ ଏହି ଗୁଳି ବିନିମୟ ବନ୍ଦ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.