ETV Bharat / bharat

ବିମାନ କିଣା ପ୍ରସଙ୍ଗରେ ଚିଦାମ୍ବରମଙ୍କୁ ଇଡିର 6 ଘଣ୍ଟା ଜେରା - new delhi

ବିମାନ କିଣା ପ୍ରସଙ୍ଗରେ ଚିଦମ୍ବରମଙ୍କୁ 6 ଘଣ୍ଟା ଧରି ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଆଗକୁ ପଢନ୍ତୁ...

p chidambaram questioned by ed
ଫାଇଲ ଫଟୋ
author img

By

Published : Jan 3, 2020, 11:09 PM IST

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମଙ୍କୁ 6 ଘଣ୍ଟା ଧରି ଜେରା କରିଛି ଇଡି। ଏୟାର ଇଣ୍ଡିଆ ଦ୍ବାରା ବିମାନ କିଣା ପ୍ରସଙ୍ଗରେ ତାଙ୍କୁ ପଚରାଉଚରା କରିଛି ଇଡି।

ଏହା ପୂର୍ବରୁ ଏୟାର ଇଣ୍ଡିଆର 111 ବିମାନ ବାବଦରେ ପଚରାଉଚରା ନେଇ ଅଗଷ୍ଟ 23 ତାରିଖରେ ଚିଦାମ୍ବରମଙ୍କୁ ନିର୍ଦ୍ଦେଶ ଥିଲା । ହେଲେ ଆଇଏନଏକ୍ସ ମିଡିଆ ମାମଲାରେ ସେହି ଦିନ ସିବିଆଇ ଗିରଫ କରିଥିଲା । ଗୋଟିଏ ମାସ ପୂର୍ବରୁ ତିହାର ଜେଲରୁ ମୁକୁଳିଛନ୍ତି । ମୁକୁଳିବା ପରେ ପ୍ରଥମ ଥର ପାଇଁ ଇଡି ପକ୍ଷରୁ ତାଙ୍କୁ ଜେରା କରାଯାଉଛି।

ବିମାନ କିଣାବିକା ନେଇ ଚିଦାମ୍ବରମଙ୍କ ନିକଟରୁ ଫାଇଲକୁ ଅନୁମତି ମିଳିଥିଲା । ଏୟାର ବସରେ ବିମାନ କିଣିବା ନେଇ 2009 ମସିହାରେ ମନ୍ତ୍ରୀଙ୍କ ଦ୍ବାରା ଗଠିତ ଏକ ପ୍ୟାନେଲ ଗଠନ ହୋଇଥିଲା। ଏହି ମାମଲାରେ ଇଡି ପୂର୍ବତନ ବିମାନ ମନ୍ତ୍ରୀ ପ୍ରଫୁଲ୍ଲ ପଟେଲଙ୍କୁ 3 ଥର ପଚରାଉଚରା କରିସାରିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.