ETV Bharat / bharat

‘ରାଜୀବ ଗାନ୍ଧୀଙ୍କ କମ୍ପ୍ୟୁଟର ବିପ୍ଳବକୁ ପରିହାସ କରୁଥିଲେ ବିରୋଧି’ - କମ୍ପ୍ୟୁଟର ବିପ୍ଳବ\

ରାଜୀବ ଗାନ୍ଧୀଙ୍କ ଜୟନ୍ତୀରେ ତାଙ୍କର ଅନେକ ଦୂରଦୃଷ୍ଟୀକାରୀ ପଦକ୍ଷେପକୁ ସ୍ମରଣ କରିଛନ୍ତି ମଧ୍ୟପ୍ରଦେଶର ବରିଷ୍ଠ କଂଗ୍ରେସ ନେତା କମଲ ନାଥ । ସେହିପରି ରାଜୀବ ଗାନ୍ଧୀଙ୍କ ପଦକ୍ଷେପକୁ ବିରୋଧ କରୁଥିବା ବିରୋଧିଙ୍କୁ ମଧ୍ୟ କରିଛନ୍ତି କଡ଼ା ସମାଲୋଚନା । ଅଧିକ ପଢନ୍ତୁ...

congress leader kamal nath
congress leader kamal nath
author img

By

Published : Aug 20, 2020, 5:04 PM IST

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୟନ୍ତୀରେ ରାଜୀବଙ୍କ ଅନେକ ଦୂରଦୃଷ୍ଟିକାରୀ ପଦକ୍ଷେପକୁ ମନେ ପକାଇଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲ ନାଥ ।

ଏହି ଅବସସରେ ରାଜୀବ ଗାନ୍ଧୀ ଯୁବକମାନଙ୍କ ପାଇଁ ଭୋଟ୍ ଦେବାର ବୟସକୁ 21 ବର୍ଷରୁ 18 ବର୍ଷକୁ ହ୍ରାସ କରିଥିବା ସେ କହିଛନ୍ତି। ରାଜୀବ ଗାନ୍ଧୀ ଭାରତରେ ଯୁବକମାନଙ୍କୁ technical ଏବଂ ବୈଷୟିକ ସୂଚନା ଦେବା ସପକ୍ଷରେ ଥିଲେ ।

ତାଙ୍କ ଯୋଗୁଁ ଆଜି ଦେଶରେ ବୌଷୟିକ ବିଦ୍ୟା ଏବଂ ଜ୍ଞାନକୌଶଳ ବୃଦ୍ଧି ଘଟିଥିବା ସେ ଉଲ୍ଲେଖ କରିଛନ୍ତି । ସେହିପରି ସେ କହିଛନ୍ତି ବିରୋଧୀ ଲୋକମାନେ ରାଜୀବ ଗାନ୍ଧୀଙ୍କ କମ୍ପ୍ୟୁଟର ବିପ୍ଳବକୁ ପରିହାସ କରୁଥିଲେ । କିନ୍ତୁ ଆଜି ହିଁ ତାହାର ଯଥାର୍ଥ ବିଷୟରେ ବୁଝିପାରୁଥିବେ ବୋଲି କହିଛନ୍ତି କମଳନାଥ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.