ETV Bharat / bharat

ଘାଟିରେ ବନ୍ଧୁକ ଗର୍ଜନ, ରଣବୀରଗଡ ଏନକାଉଣ୍ଟରରେ ଜଣେ ଆତଙ୍କୀ ସଫା

author img

By

Published : Jul 25, 2020, 9:09 AM IST

Updated : Jul 25, 2020, 10:39 AM IST

ଅଶାନ୍ତ ଘାଟି। ଶ୍ରୀନଗର ଉପକଣ୍ଠ ରଣବୀରଗଡରେ ଏନକାଉଣ୍ଟର ଚାଲିଛି। ଏହି ଗୁଳିବିନିମୟରେ ଜଣେ ଆତଙ୍କୀ ନିପାତ ହୋଇଛି। ଅଧିକ ଖବର ପଢନ୍ତୁ...

ଘାଟିରେ ବନ୍ଧୁକ ଗର୍ଜନ, ରଣବୀରଗଡରେ ଏନକାଉଣ୍ଟର ଜାରି

ଶ୍ରୀନଗର:ଅଶାନ୍ତ ଘାଟି। ଶ୍ରୀନଗର ଉପକଣ୍ଠ ରଣବୀରଗଡରେ ଏନକାଉଣ୍ଟର ଚାଲିଛି । ଏଥିରେ ଜଣେ ଅଜ୍ଞାତ ଆତଙ୍କୀଙ୍କୁ ନିପାତ କରିଛି ଭାରତୀୟ ସେନା। ବର୍ତ୍ତମାନ ଆତଙ୍କୀର ପରିଚୟ ଖୋଜାଖୋଜି ଚାଲିଥିବା ବେଳେ ଅପରେସନ ଜାରି ରହିଛି।

ସେନା, ସ୍ପେଶାଲ ଅପରେସନ୍ ଗ୍ରୁପ୍ (SOG) ଏବଂ CRPF ସମେତ ସୁରକ୍ଷା ବାହିନୀର ଏକ ମିଳିତ ଦଳ ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ଦେବା ପରେ ସକାଳ 8ଟାରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏନେଇ କାଶ୍ମୀର ଜୋନ ପୋଲିସ ସୂଚନା ଦେଇଛି।

ସୀମାବର୍ତ୍ତୀ ଅଞ୍ଚଳରେ ଥମୁନି ବନ୍ଧୁକ ଗର୍ଜନ। ଆତଙ୍କୀଙ୍କ ଉତ୍ପାତ ସର୍ବଦା ଲାଗିରହିଛି। ଭୟର ବାତାବରଣରେ ସ୍ଥାନୀୟ ଲୋକେ କାଳାତିପାତ କରୁଥିବା ବେଳେ ଅନେକ ଆତଙ୍କୀ ନିପାତ ହେଉଛନ୍ତି।

ଅଧିକ ଖବର ପାଇଁ ଅପେକ୍ଷା କରନ୍ତୁ...

Last Updated : Jul 25, 2020, 10:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.