ETV Bharat / bharat

ପ୍ରକାଶ ପାଇଲା ଓଜେଇ ରେଜଲ୍ଟ , ଏମବିଏରେ ଟପ୍ପର ପ୍ରଦୀପ କୁମାର କାମ୍ପା

ବାହାରିଲା ଓଜେଇ ରେଜଲ୍ଟ । ଉଭୟ ଅନଲାଇନ ଓ ଅଫଲାଇନରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଛି । ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ ଓଜେଇ ରେଜଲ୍ଟ ଘୋଷଣା କରିଛନ୍ତି । ଚଳିତ ବର୍ଷ MBAରେ ପ୍ରଦୀପ କୁମାର କାମ୍ପା ସର୍ବାଧିକ ନମ୍ବର ରଖି ଟପ୍ପର ହୋଇଛନ୍ତି ।

author img

By

Published : Jun 19, 2019, 1:25 PM IST

Updated : Jun 19, 2019, 3:08 PM IST

ଫାଇଲ ଫଟୋ

ଭୁବନେଶ୍ବର: ବାହାରିଲା ଓଜେଇ ରେଜଲ୍ଟ । ଉଭୟ ଅନଲାଇନ ଓ ଅଫଲାଇନରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଛି । ojee.nic.in ଓ odishajee.com ରେ ଉପଲବ୍ଧ ହୋଇଛି ରେଜଲ୍ଟ । ଚଳିତ ବର୍ଷ MBAରେ ପ୍ରଦୀପ କୁମାର କାମ୍ପା ସର୍ବାଧିକ ନମ୍ବର ରଖି ଟପ୍ପର ହୋଇଛନ୍ତି । ସେହିପରି MCA ରେ ସ୍ମିତାରାଣୀ ଚୌଧୁରୀ ଓ ଏମ୍ ଟେକରେ ପ୍ରଦୀପ ବାରିକ ଟପ୍ପର ହୋଇଛନ୍ତି ।

ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ ଓଜେଇ ରେଜଲ୍ଟ ଘୋଷଣା କରିଛନ୍ତି । ସେହିପରି ଏମ୍ ଫାର୍ମରେ ଅତ୍ୟୂର୍ମିଲା ଚକ୍ରବର୍ତ୍ତୀ, ବି ଫାର୍ମରେ ସମୀର ପାଢ଼ୀ ଟପ୍ପର ହୋଇଛନ୍ତି । ଇଣ୍ଟିଗ୍ରେଟେଡ ଏମ୍‌ବିଏରେ କମାଲ କରିଛନ୍ତି ସ୍ବୀକୃତି ମହାପାତ୍ର ।

Intro:Body:Conclusion:
Last Updated : Jun 19, 2019, 3:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.