ETV Bharat / bharat

ଆଜିଠୁ OJEE ନିଟ କାଉନସେଲିଂ ପ୍ରକ୍ରିୟା ଆରମ୍ଭ

author img

By

Published : Nov 10, 2020, 8:43 PM IST

ଓଜେଇଇ ନିଟ୍‌ ପାଇଁ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି କାଉନସେଲିଂ ପ୍ରକ୍ରିୟା । ଡାକ୍ତରୀ ପାଠ୍ୟକ୍ରମ ଏମବିବିଏସ ଓ ବିଡିଏସ କାଉଁସେଲିଂ ଆରମ୍ଭ ନେଇ ଅଫିସିଆଲ ୱେବସାଇଟରେ ଘୋଷଣା ହୋଇଛି ।

ଆଜିଠୁ OJEE ନିଟ କାଉନସେଲିଂ ପ୍ରକ୍ରିୟା ଆରମ୍ଭ
ଆଜିଠୁ OJEE ନିଟ କାଉନସେଲିଂ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ଓଜେଇଇ ନିଟ୍‌ ପାଇଁ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି କାଉନସେଲିଂ ପ୍ରକ୍ରିୟା । ଡାକ୍ତରୀ ପାଠ୍ୟକ୍ରମ ଏମବିବିଏସ ଓ ବିଡିଏସ କାଉଁସେଲିଂ ଆରମ୍ଭ ନେଇ ଅଫିସିଆଲ ୱେବସାଇଟ( https://odishajee.com or https://odishajee.com/info.php?crs=MBBS-BDS)ରେ ଘୋଷଣା କରାଯାଇଛି ।

ରେଜିଷ୍ଟ୍ରେସନ ଏବଂ ଡକ୍ୟୁମେଣ୍ଟଗୁଡିକର ଅନଲାଇନ୍ ଆବେଦନ ଓ ଯାଞ୍ଚ ଆରମ୍ଭ ହୋଇଛି | ନଭେମ୍ବର 10ରୁ 18 ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ । ଯେଉଁ ଛାତ୍ରଛାତ୍ରୀମାନେ ନିଟ୍‌ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି ଏବଂ ରାଜ୍ୟ କୋଟା କାଉନସେଲିଂ ପ୍ରକ୍ରିୟା ପାଇଁ ଆବେଦନ କରିବାକୁ ଇଚ୍ଛୁକ, ସେମାମନେ ସମ୍ପୂର୍ଣ୍ଣ ତଥ୍ୟ ପାଇଁ ଅଫିସିଆଲ ୱେବସାଇଟ ପାଇପାରିବେ ।

ବିଜ୍ଞପ୍ତି ଅନୁଯାୟୀ, ନଭେମ୍ବର 23 ଓ ନଭେମ୍ବର 24ରେ ପସନ୍ଦ ପୂରଣ ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ସେହିପରି ପ୍ରଥମ ରାଉଣ୍ଡ ସିଟ୍‌ ଆବଣ୍ଟନ ତାଲିକା 26 ନଭେମ୍ବରରେ ପ୍ରକାଶ ପାଇବ |

ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ ରାଉଣ୍ଡ ସିଟ୍‌ ଆବଣ୍ଟନ ପ୍ରକ୍ରିୟା ପୂରଣ କରିବେ ସେମାନେ ଆଡମିଶନ ଫି ପ୍ରଦାନ କରି ନଭେମ୍ବର 27 ରୁ 30 ମଧ୍ୟରେ ପ୍ରୋଭିଜନାଲ ଆଡମିଶନ ପତ୍ର ଡାଉନଲୋଡ କରିପାରିବେ । କାଉନସେଲିଂର ଅଫିସିଆଲ୍ ବିଜ୍ଞପ୍ତି >

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.