ETV Bharat / bharat

ଜାମିୟାମିଲିୟା ଇସଲାମିଆ ୟୁନିଭରସିଟି ୱେବସାଇଟ୍ ହ୍ୟାକ୍ - jamia milia uviversity website hacked

ଛାତ୍ର ଆନ୍ଦୋଳନ ପାଇଁ ଚର୍ଚ୍ଚାରେ ଥିବା ଜାମିୟାମିଲିୟା ଇସଲାମିକ ୟୁନିଭରସିଟିର ୱେବସାଇଟକୁ ଗୁରୁବାର ହ୍ୟାକ କରି ଦିଆଯାଇଛି।

website hacked
ଫାଇଲ ଫଟୋ
author img

By

Published : Dec 20, 2019, 9:29 AM IST

Updated : Dec 20, 2019, 10:38 AM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ହିଂସା ପ୍ରଦର୍ଶନ ଦେଖିବାକୁ ମିଳିଛି । ଏହା ମଧ୍ୟରେ ଛାତ୍ରଙ୍କ ସମର୍ଥନରେ ଏକ ହ୍ୟାକର ଗ୍ରୁପ ଗତ ଗୁରୁବାର ଜାମିୟାମିଲିଆ ଇସଲାମିଆ ୟୁନିଭରସିଟିର ୱେବସାଇଟକୁ ହ୍ୟାକ କରିଦେଇଛି।

ଭିଡିଓ ସୌଜନ୍ୟ:ଇଟିଭି ଭାରତ

ଗୁରୁବାର ରାତିରେ ୱେବସାଇଟ ହ୍ୟାକ କରିବା ପରେ ହ୍ୟାକର ସେଥିରେ ‘‘Hacked by dark knight to support Jamia students. Jai hind’’ ଲେଖିଥିଲା।ନାଗରିକତା ସଂଶୋଧନ ଆଇନକୁ ନେଇ ଗତ କିଛି ଦିନ ହେବ ଜାମିୟାମିଲିୟା ଇସଲାମିଆ ୟୁନିଭରସିଟିରେ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି।

Intro:Body:

BLANK FOR LINK 

Conclusion:
Last Updated : Dec 20, 2019, 10:38 AM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.