ETV Bharat / bharat

ପୁଣିଥରେ ମୋଦିଙ୍କ ପ୍ରଧାନ ସଚିବ ହେଲେ ନୃପେନ୍ଦ୍ର ମିଶ୍ର - principal-secretary

କେନ୍ଦ୍ର ମନ୍ତ୍ରିମଣ୍ଡଳର ନିଯୁକ୍ତି ସମିତି ନୃପେନ୍ଦ୍ର ମିଶ୍ରଙ୍କୁ ପୁଣିଥରେ ମୋଦିଙ୍କ ପ୍ରଧାନ ସଚିବ ଭାବରେ ନିଯୁକ୍ତି ଦେଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରଧାନ ସଚିବ ଭାବରେ ଡ. ପିକେ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି ।

ଫଟୋ ସୌଜନ୍ୟ: ଟ୍ବିଟର@ANI
author img

By

Published : Jun 12, 2019, 1:34 AM IST

ନୂଆଦିଲ୍ଲୀ: ନୃପେନ୍ଦ୍ର ମିଶ୍ର ଏବଂ ପିକେ ମିଶ୍ରଙ୍କ ଉପରେ ପୁଣିଥରେ ଆସ୍ଥା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ମନ୍ତ୍ରିମଣ୍ଡଳର ନିଯୁକ୍ତି ସମିତି ନୃପେନ୍ଦ୍ର ମିଶ୍ରଙ୍କୁ ପୁଣିଥରେ ମୋଦିଙ୍କ ପ୍ରଧାନ ସଚିବ ଭାବରେ ନିଯୁକ୍ତି ଦେଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରଧାନ ସଚିବ ଭାବରେ ଡ. ପିକେ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି ।

ମଙ୍ଗଳବାର ମନ୍ତ୍ରିମଣ୍ଡଳର ନିଯୁକ୍ତି ସମିତି ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ଭାବରେ ଅବସରପ୍ରାପ୍ତ ଆଇଏଏସ ନୃପେନ୍ଦ୍ର ମିଶ୍ରଙ୍କୁ ପୁଣିଥରେ ନିଯୁକ୍ତି ଦେଇଛନ୍ତି । ଏହା ସହିତ ଅବସରପ୍ରାପ୍ତ ଆଇଏଏସ ଡ. ପ୍ରମୋଦ କୁମାର ମିଶ୍ରଙ୍କୁ ଅତିରିକ୍ତ ପ୍ରଧାନ ସଚିବ ଭାବରେ ନିଯୁକ୍ତି ମିଳିଛି । ଦୁହିଁଙ୍କୁ କ୍ୟାବିନେଟ୍‌ ପାହ୍ୟାର ମାନ୍ୟତା ମଧ୍ୟ ଦିଆଯାଇଛି । ତେବେ ଦୁହିଁଙ୍କ ନିଯୁକ୍ତି 31 ମେ' ରୁ ଲାଗୁ ହେବ ।

ସୂଚନା ଯୋଗ୍ୟ ଯେ, ନୃପେନ୍ଦ୍ର ମିଶ୍ର ଏବଂ ପିକେ ମିଶ୍ର ମୋଦିଙ୍କ ପ୍ରଥମ କାର୍ଯ୍ୟକାଳରେ ମଧ୍ୟ ପ୍ରଧାନ ସଚିବ ଏବଂ ଅତିରିକ୍ତ ପ୍ରଧାନ ସଚିବ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ ।

Intro:Body:

htrj

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.