ETV Bharat / bharat

ତାମିଲନାଡୁରେ ଏନପିଆରକୁ ବିରୋଧ, ଦସ୍ତଖତ ଅଭିଯାନ ଆରମ୍ଭ କରିବ ଡିଏମକେ

author img

By

Published : Jan 24, 2020, 5:47 PM IST

ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ ତାମିଲନାଡୁରେ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନପିଆର) ଲାଗୁ ନକରିବା ପାଇଁ ରାଜ୍ୟ ସରକାରଙ୍କୁ କହିଛନ୍ତି । ଏହାକୁ ନେଇ ଡିଏମକେ ରାଜ୍ୟସାରା ଦସ୍ତଖତ ଅଭିଯାନ ଆରମ୍ଭ କରିବ ବୋଲି ଘୋଷଣା କରିଛି ।

npr-not-implimented-in-tamilnadu-say-tamilnadu-state-govt-dmk-chief-m-k-stalin
ତାମିଲନାଡୁରେ ଏନପିଆର ଲାଗୁ ନ କରିବା ପାଇଁ ଡିଏମକେର ଦାବି

ଚେନ୍ନାଇ: ତାମିଲନାଡୁରେ ଏନପିଆର ଲାଗୁ ନ କରିବା ପାଇଁ ଡିଏମକେ ଦାବି କରିଛି । ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ ତାମିଲନାଡୁରେ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନପିଆର) ଲାଗୁ ନକରିବା ପାଇଁ ରାଜ୍ୟ ସରକାରଙ୍କୁ କହିଛନ୍ତି । ଏହାକୁ ନେଇ ଡିଏମକେ ରାଜ୍ୟବାସୀଙ୍କ ପାଖକୁ ଯିବ ବୋଲି ଘୋଷଣା କରିଛନ୍ତି ।

ରାଜ୍ୟରେ ଜନସଂଖ୍ୟା ପଞ୍ଜିକା ଲାଗୁ ନକରିବା ପାଇଁ କହିଛନ୍ତି । ସିଏଏ ଓ ଏନଆରସି ବିରୋଧରେ ଡିଏମକେ ସାରା ରାଜ୍ୟରେ ଲୋକଙ୍କ ନିକଟତର ହେବା ପାଇଁ ଦସ୍ତଖତ ଅଭିଯାନ ଫେବୃୟାରୀ 2ରୁ 8 ପର୍ଯ୍ୟନ୍ତ କରିବ । ରାଜ୍ୟର ସମସ୍ତ ମେଣ୍ଟ ଦଳ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ସାରା ରାଜ୍ୟରେ ଦସ୍ତଖତ ଅଭିଯାନ ଶେଷ ହେଲାପରେ ଏହାକୁ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯିବ ।

ଏହି ଅବସରରେ ଦସ୍ତଖତ ଅଭିଯାନରେ ରାଜ୍ୟ ସମସ୍ତ ଛାତ୍ର , ବିଭିନ୍ନ ସଂଗଠନ ଓ ଜନସାଧାରଣଙ୍କୁ ସମର୍ଥନ କରିବା ପାଇଁ ନିବେଦନ କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହା ସିଏଏକୁ ନେଇ ପଛଘୁଞ୍ଚା ଦେବେ ନାହିଁ ଆମେ ମଧ୍ୟ ସିଏଏକୁ ନେଇ ବିରୋଧ ଜାରି ରଖିବୁ ବୋଲି ଡିଏମକେ ମୁଖ୍ୟ କହିଛନ୍ତି ।

Intro:Body:

BLANK FOR  LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.