ETV Bharat / bharat

ବଢୁଛି ସୁସ୍ଥ ସଂଖ୍ୟା , ଷ୍ଟାଡିୟମ ହେବନି କୋଭିଡ ସେଣ୍ଟର

ନୂଆଦିଲ୍ଲୀରେ ବଢୁଛି ସୁସ୍ଥ ସଂଖ୍ୟା ,ଷ୍ଟାଡିୟମ ହେବନି କୋଭିଡ ସେଣ୍ଟର । ଅଧିକ ପଢନ୍ତୁ....

author img

By

Published : Jul 15, 2020, 4:00 PM IST

now stadium will not make covid care center in delhi
ବଢୁଛି ସୁସ୍ଥ ସଂଖ୍ୟା , ଷ୍ଟାଡିୟମ ହେବନି କୋଭିଡ ସେଣ୍ଟର

ନୂଆଦିଲ୍ଲୀ : ସାରା ଦେଶରେ କୋରୋନାକୁ ନେଇ ଆତଙ୍କ ଦେଖାଦେଇଛି । ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶ ବୃଦ୍ଧି ପାଇବାରେ ମଧ୍ୟ ଲାଗିଛି । ହେଲେ ନୂଆଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସେହି ଅନୁପାତରେ ଆକ୍ରାନ୍ତମାନେ ମଧ୍ୟ ସୁସ୍ଥ ହେଉଛନ୍ତି । ଫଳରେ ଦିଲ୍ଲୀରେ ଥିବା ଷ୍ଟାଡିୟମକୁ ଅସ୍ଥାୟୀ କୋଭିଡ କେୟାର ସେଣ୍ଟର କରିବାକୁ ସରକାର ନିଷ୍ପତି ନେଇଥିଲେ । ହେଲେ ସୁସ୍ଥ ସଂଖ୍ୟା ବଢିବାରୁ ଦିଲ୍ଲୀ ସରାକାର ଏହାକୁ ସ୍ଥଗିତ ରଖିଛନ୍ତି ।କୋରୋନାର ସ୍ଥିତି ଉପରେ ଦିଲ୍ଲୀ ସରକାର ନଜର ରଖିଛନ୍ତି ।

8 ଦିନ ଧରି ସ୍ଥିତିର ସମୀକ୍ଷା କରିବା ପରେ ଷ୍ଟାଡିୟମକୁ କୋଭିଡ କେୟାର ସେଣ୍ଟର କରାଯିବ କି ନାହିଁ ତାହା ଜଣାପଡିବ । ଟକାଟୋରା ଇନଡୋର ଷ୍ଟାଡିୟମ, ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମ, ଜବାହରଲାଲ ନେହେରୁ ଷ୍ଟାଡିୟମ, ଟାୟାଗ ରାଜ ଇନଡୋର ଷ୍ଟାଡିୟମ ଏବଂ ଧାନଚାନ୍ଦ ଜାତୀୟ ଷ୍ଟାଡିୟମକୁ ଅସ୍ଥାୟୀ କୋଭିଡ କେୟାର ସେଣ୍ଟର କରିବାକୁ ଗତ ମାସରେ ଉପରାଜ୍ୟପାଳଙ୍କ ଦ୍ବାରା ଗଠିତ ଟିମ ମଧ୍ୟ ଏନେଇ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.