ETV Bharat / bharat

ସ୍ବାଧୀ ପ୍ରଜ୍ଞାଙ୍କୁ କଡ଼ା ସମାଲୋଚନା କଲେ କୈଳାଶ ସତ୍ୟାର୍ଥୀ - mahatma gandhi

ସ୍ବାଧୀ ପ୍ରଜ୍ଞା ଏକ ମନ୍ତବ୍ୟ ଦେଇ କହିଥିଲେ, ଗଡସେ ସ୍ବତନ୍ତ୍ର ଭାରତର ଜଣେ ଚରମପନ୍ଥୀ ହିନ୍ଦୁ ଥିଲେ । ଯାହାକୁ କଡା ସମାଲୋଚନା କରିଛନ୍ତି ନୋବେଲ ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀ ।

ଫାଇଲ ଫଟୋ
author img

By

Published : May 18, 2019, 2:01 PM IST

ନୂଆଦିଲ୍ଲୀ: ସ୍ବାଧୀ ପ୍ରଜ୍ଞାଙ୍କୁ କଡା ଜବାବ ଦେଲେ ନୋବେଲ ଶାନ୍ତି ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀ । ଶନିବାର ସେ ସ୍ବାଧୀ ପ୍ରଜ୍ଞାଙ୍କ ମନ୍ତବ୍ୟର କଡା ଜବାବ ଦେଇ କହିଛନ୍ତି, ‘‘ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିବା ନାଥୁରାମ ଗଡସେ ଜଣେ ଦେଶ ଭକ୍ତ ଥିଲେ । ଏଥିସହ ସେ ଟ୍ବିଟ୍ କରି କହିଛନ୍ତି, ସ୍ବାଧୀ ପ୍ରଜ୍ଞାଙ୍କ ଭଳି ଲୋକ ଭାରତର ଆତ୍ମାର ହତ୍ୟା କରିଛନ୍ତି’’ ।

ଏଥିସହ ସେ ଟ୍ବିଟ୍ ମାଧ୍ୟମରେ କହିଛନ୍ତି, ‘‘ନାଥୁରାମ ମହାତ୍ମା ଗାନ୍ଧୀଙ୍କ ଶରୀରକୁ ହତ୍ୟା କରିଥିଲେ କିନ୍ତୁ ସ୍ବାଧୀ ପ୍ରଜ୍ଞାଙ୍କ ଭଳି ଲୋକ ମହାତ୍ମା ଗାନ୍ଧୀଙ୍କ ଆତ୍ମା ସହ ଅହିଂସା ଏବଂ ଶାନ୍ତି ଏବଂ ସହିଷ୍ଣୁତାକୁ ମଧ୍ୟ ହତ୍ୟା କରିଛନ୍ତି । ସମସ୍ତ ପାର୍ଟୀ ଏବଂ ରାଜନୀତିଠୀରୁ ଗାନ୍ଧୀଙ୍କ ସ୍ଥାନ ବହୁତ ଊର୍ଦ୍ଧ୍ବରେ । ତେଣୁ ବିଜେପି ନିଜର ଛୋଟ ଲାଭକୁ ଭୁଲି ପ୍ରଜ୍ଞାଙ୍କୁ ଦଳରୁ ବାହାର କରି ନିଜର ରାଜ ଧର୍ମ ପାଳନ କରିବା ଉଚିତ୍’’।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.