ETV Bharat / bharat

ବିହାରର ପୁର୍ବତ୍ତନ ମୁଖ୍ୟମନ୍ତ୍ରୀ ସତୀଶ ପ୍ରଶାଦଙ୍କ ଦେହାନ୍ତ , ଶୋକ ପ୍ରକାଶ କଲେ ନିତିଶ କୁମାର - Nitish Kuma

ବିହାରର ପୁର୍ବତ୍ତନ ମୁଖ୍ୟମନ୍ତ୍ରୀ ସତୀଶ ପ୍ରଶାଦଙ୍କ ଦେହାନ୍ତରେ ନିତିଶଙ୍କ ଶୋକ । ପଢନ୍ତୁ ଅଧିକ....

ବିହାରର ପୁର୍ବତ୍ତନ ମୁଖ୍ୟମନ୍ତ୍ରୀ ସତୀଶ ପ୍ରଶାଦଙ୍କ ଦେହାନ୍ତ

author img

By

Published : Nov 2, 2020, 6:46 PM IST

ପାଟନା : ବିହାରର ପୁର୍ବତ୍ତନ ମୁଖ୍ୟମନ୍ତ୍ରୀ ତଥା ଶୋଷିତ ସମାଜ ଦଳର ନେତା ସତୀଶ ପ୍ରାସଦଙ୍କ ଦେହାନ୍ତ ହୋଇଛି। ସେ କିଛି ଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ । ସୋମବାର ତାଙ୍କର ଦିଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି ।

ମୃତ୍ୟୁ ବେଳକୁ ସତୀଶଙ୍କୁ 89 ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁରେ ବିହାର ରାଜ୍ୟପାଳ ଫାଗୁ ଚୌହାନ ଓ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି ।

ଶତିଶ ପ୍ରସାଦ ମାତ୍ର 5 ଦିନ ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଦାଇତ୍ବ ସମ୍ଭାଳିଥିଲେ । ବିହାରର ସବୁଠୁ କମ ସମୟ ପାଇଁ ମୁଖ୍ୟମନ୍ତ୍ରୀ ଭାବେ ସେ ପରିଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.