ETV Bharat / bharat

ନିର୍ଭୟା ଗଣଦୁଷ୍କର୍ମ ମାମଲା: ଆଜି ଦୋଷୀ ଅକ୍ଷୟର ଛାଡପତ୍ର ଶୁଣାଣି

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ନୂଆ ମୋଡ । ଔରଙ୍ଗାବାଦ ଫ୍ୟାମିଲି କୋର୍ଟରେ ଦୋଷୀ ଅକ୍ଷୟର ପତ୍ନୀର ଛାଡପତ୍ର ଅପିଲ କରିଥିବା ମାମଲାର ଆଜି ଶୁଣାଣି । ଅଧିକ ପଢନ୍ତୁ...

Nirbhaya convict's wife files divorce petition in Aurangabad court
ପ୍ରତିକାତ୍ମକ ଫଟୋ
author img

By

Published : Mar 19, 2020, 9:36 AM IST

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲା ଓ ହତ୍ୟା ମାମଲାରେ ନୂଆ ମୋଡ । ଆସନ୍ତାକାଲି ମାମଲାରେ 4 ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ତାରିଖ ଥିବା ବେଳେ ଦୋଷୀ ମାନେ ବିଭିନ୍ନ ବାହାନା ଦେଖାଇ ତାରିଖ ପରେ ତାରିଖ ଘୁଞ୍ଚାଉଥିଲେ । ହେଲେ ଏବେ ଆଉ ଏକ ଟ୍ବିଷ୍ଟ ସାମାନକୁ ଆସିଛି ।

ଦୋଷୀ ଅକ୍ଷୟ ସିଂର ପତ୍ନୀ ପୁନୀତା ଦେବୀ 12 ତାରିଖରେ ଔରଙ୍ଗାବାଦ ଫ୍ୟାମିଲି କୋର୍ଟରେ ଛାଡପତ୍ର ପାଇଁ ପିଟିସନ ଫାଇଲ କରିଥିଲେ । ଆଜି ଏହାର ଶୁଣାଣି ରହିଛି । ପୁନୀତା ତାଙ୍କର ବାକି ଜୀବନ ବିଧବା ହୋଇ ନକାଟିବା ପାଇଁ ଛାଡପତ୍ରର ଅପିଲ କରିଛନ୍ତି ।

ସୂଚନା ଅନୁସାରେ, 2010 ମସିହା ମେ 29 ତାରିଖରେ ଉଭୟ ବିବାହ କରିଥିଲେ । ସେମାନଙ୍କର 9 ବର୍ଷର ପୁଅ ମଧ୍ୟ ରହିଛି । ଫାଶୀ ପରେ ସେ ବିଧବା ନୁହେଁ ସାଧାରଣ ଝିଅର ଜୀବନଯାପନ କରିବା ପାଇଁ ଚାହୁଁଥିବା ନେଇ ଛାଡପତ୍ର ଅପିଲ କରିଥିବା କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.