ETV Bharat / bharat

ନିର୍ଭୟାଙ୍କୁ ନ୍ୟାୟ: 3ଘଣ୍ଟା ପରେ ଫାଶୀ

author img

By

Published : Mar 20, 2020, 3:27 AM IST

ନିର୍ଭୟା ଦୋଷୀଙ୍କ ଫାଶୀ ସମୟ ପାଖେଇ ଆସୁଛି । ଏହି ସମୟରେ ତିହାର ଜେଲ ବାହାରେ ଇଟିଭି ଭାରତର ଟିମ ପହଞ୍ଚିଛି ।

tihar jail
tihar jail

ନୂଆଦିଲ୍ଲୀ: ପାଖେଇ ଆସୁଛି ନିର୍ଭୟା ଦୋଷୀଙ୍କ ଫାଶୀ ପାଇବାର ସମୟ । ନିର୍ଭୟା ଦୋଷୀଙ୍କୁ ଫାଶୀ ପ୍ରାୟ ଆଉ 3ଘଣ୍ଟା ପରେ ଦିଆଯିବ । ଏହି ସମୟରେ ତିହାର ଜେଲ ବାହାରେ ଇଟିଭି ଭାରତର ଟିମ ପହଞ୍ଚିଛି ।

ନିର୍ଭୟାଙ୍କୁ ନ୍ୟାୟ: 3ଘଣ୍ଟା ପରେ ଫାଶୀ

ଇଟିଭି ଭାରତର ସମ୍ବାଦଦାତା ଆକାଶ ଶର୍ମା କହିଛନ୍ତି ଯେ, ସମସ୍ତ ଔପଚାରିକତା ପରେ ଦୋଷୀଙ୍କୁ ଫାଶୀ ଦିଆଯିବ । ପ୍ରାୟ 4ଟା ବେଳକୁ ଫାଶୀ ପାଇଁ ଔପଚାରିକତା ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.