ETV Bharat / bharat

ପୁଣି 6 ସ୍ବାସ୍ଥ୍ୟକର୍ମୀ କୋରୋନା ଆକ୍ରାନ୍ତ

ଉତ୍ତର ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ (ଏନଡିଏମସି) ଦ୍ୱାରା ପରିଚାଳିତ ଡାକ୍ତରଖାନାର 6 ସ୍ବାସ୍ଥ୍ୟକର୍ମୀ ଏବଂ କୋରୋନା ରୋଗୀଙ୍କ ସମ୍ପର୍କରେ ଆସିଥିବା ମୋଟ 9 ଜଣ କୋରୋନା ଆକ୍ରାନ୍ତ ହୋଇଛନ୍ତି ।

_corona
ପୁଣି 6 ସ୍ବାସ୍ଥ୍ୟକର୍ମୀ କୋରୋନା ଆକ୍ରାନ୍ତ
author img

By

Published : May 4, 2020, 10:50 AM IST

ନୂଆଦିଲ୍ଲୀ: ପୁଣି 6 ସ୍ବାସ୍ଥ୍ୟକର୍ମୀ କୋରୋନା ଆକ୍ରାନ୍ତ । ଉତ୍ତର ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ (ଏନଡିଏମସି) ଦ୍ୱାରା ପରିଚାଳିତ ଡାକ୍ତରଖାନାର 6 ସ୍ବାସ୍ଥ୍ୟକର୍ମୀ ଏବଂ କୋରୋନା ରୋଗୀଙ୍କ ସମ୍ପର୍କରେ ଆସିଥିବା ମୋଟ 9 ଜଣ କୋରୋନା ଆକ୍ରାନ୍ତ ହୋଇଛନ୍ତି ।

ଗତ ରବିବାର ଦିନ ଜଣେ ଏନଡିଏମସି ଅଧିକାରୀ କହିଛନ୍ତି ଯେ ହିନ୍ଦୁ ରାଓ ହସ୍ପିଟାଲର ତିନିଜଣ ଡାକ୍ତର ଏବଂ କସ୍ତୁରବା ହସ୍ପିଟାଲର ବହୁ ଡାକ୍ତର କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି। ସେ କହିଛନ୍ତି ଯେ, ଏନଡିଏମସି ଦ୍ୱାରା ପରିଚାଳିତ ହିନ୍ଦୁ ରାଓ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଦୁଇ ନର୍ସଙ୍କ ସ୍ୱାମୀ ମଧ୍ୟ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି।

ହିନ୍ଦୁ ରାଓ ହସ୍ପିଟାଲରେ କୋରୋନା ଆକ୍ରାନ୍ତଙ୍କ ବୃଦ୍ଧି ପାଇ 6 ରେ ପହଞ୍ଚିଛି । ସେହିପରି କସ୍ତୁରବା ହସ୍ପିଟାଲରେ ଦୁଇ ସ୍ନାତକୋତ୍ତର ଛାତ୍ର ଏକ ସପ୍ତାହ ମଧ୍ୟରେ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି। ଅଧିକାରୀ କହିଛନ୍ତି ଯେ, ସମସ୍ତ ସଂକ୍ରମିତ ଆଇସୋଲେସନ ୱାର୍ଡରେ ରଖାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.