ETV Bharat / bharat

ସାବରିମାଳା ରିଭ୍ୟୁ ପିଟିସନ: ସୋମବାର ଶୁଣାଣି କରିବେ 9 ଜଣିଆ ଖଣ୍ଡପୀଠ

author img

By

Published : Jan 13, 2020, 8:06 AM IST

ସାବରିମାଳା ମନ୍ଦିର ରିଭ୍ୟୁ ପିଟିସନର ସୋମବାର ହେବ ଶୁଣାଣି । ସୁପ୍ରିମକୋର୍ଟର 9 ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ ।

nine judge bench
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ସାବରିମାଳା ମନ୍ଦିର ରିଭ୍ୟୁ ପିଟିସନର ସୋମବାର ହେବ ଶୁଣାଣି । ସୁପ୍ରିମକୋର୍ଟର 9 ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ । 2018 ମସିହାରେ ସାବରିମାଳାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟ ଉପରେ ହୋଇଥିବା ରିଭ୍ୟୁ ପିଟିସନର ଶୁଣାଣି କରିବେ ଏହି ବେଞ୍ଚ ।

ଜାନୁଆରୀ 6 ତାରିଖରେ ଏନେଇ କୋର୍ଟ ନୋଟିସ ଜାରି କରି ଜଣାଇଥିଲେ । ସୂଚନାଥାଉକି, 2018 ମସିହାରେ କେରଳର ସାବରିମାଳା ମନ୍ଦିରରେ ସବୁ ବୟସର ଯୁବତୀ ତଥା ମହିଳାଙ୍କୁ ପ୍ରବେଶ କରିବାକୁ ସୁପ୍ରିମକୋର୍ଟ ରାୟ ପ୍ରକାଶ କରିଥିଲେ । ତେବେ ଏହି ରାୟକୁ ପୁନଃବିଚାର କରିବା ଲାଗି କୋର୍ଟରେ ରିଭ୍ୟୁ ପିଟିସନ ଦାୟର କରାଯାଇଛି ।

ଏହି ରିଭ୍ୟୁ ପିଟିସନର ଶୁଣାଣି ପାଇଁ କୋର୍ଟ 9 ଜଣିଆ ଖଣ୍ଡପୀଠକୁ ଦାୟିତ୍ବ ଦେଇଛି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.