ETV Bharat / bharat

ମଦୁରାଇରେ ଆଇଏସ ସମର୍ଥକ, ଏନଆଇଏର ସର୍ଚ୍ଚ ଅପରେସନ

ମଦୁରାଇରେ ଆଇଏସ ସମର୍ଥକ ଥିବା ସୂଚନା ପାଇ ସର୍ଚ୍ଚ ଅପରେସନ କଲା ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) । ସୋସିଆଲ ମିଡିଆ ମାଧ୍ୟମରେ ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖିଥିବା ସନ୍ଦେହରେ ତିନୋଟି ସ୍ଥାନରେ ଏନଆଇଏର ଛାନଭିନ ।

ଫାଇଲ ଫଟୋ
author img

By

Published : Jun 16, 2019, 10:51 PM IST

ଚେନ୍ନାଇ: ତାମିଲନାଡୁର ମଦୁରାଇରେ ଆଇଏସ ସମର୍ଥକ ଥିବା ସୂଚନା ପାଇ ସର୍ଚ୍ଚ ଅପରେସନ କଲା ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) । ସୋସିଆଲ ମିଡିଆ ମାଧ୍ୟମରେ ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖିଥିବା ସନ୍ଦେହରେ ତିନୋଟି ସ୍ଥାନରେ ଏନଆଇଏର ଛାନଭିନ୍ ।

ପୂର୍ବରୁ ଜୁନ 12 ଓ ଜୁନ୍‌ 14 ତାରିଖରେ ଏନଆଇଏ କୋଏମ୍ବଟୋରରୁ ଦୁଇଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା । ଗିରଫ ହୋଇଥିବା ଦୁଇ ଜଣ ହେଲେ ସେଖ୍‌ ହିଦାୟଥୁଲ୍ଲା ଓ ମହମ୍ମଦ ଆଜାରୁଦ୍ଦିନ୍‌ । ତେବେ ସେମାନେ ପରସ୍ପରକୁ ସୋସିଆଲ ମିଡିଆ ମାଧ୍ୟମରେ ଜାଣିଥିବା ଜଣାପଡିଛି ।

ସୂଚନା ଥାଉକି, ମେ 30 ତାରିଖରେ ଏଜେନ୍ସି 6 ଜଣଙ୍କ ନାମରେ ଆତଙ୍କବାଦୀଙ୍କ ସହ ସମ୍ପର୍କରେ ଥିବା ଅଭିଯୋଗରେ ମାମଲା ରୁଜୁ କରିଥିଲା ।

Intro:Body:

EY

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.