ETV Bharat / bharat

ଆତଙ୍କବାଦୀକୁ ଏକେ-47 ପଠାଇବା ମାମଲା: ଏନଆଇଏ ଦାଖଲ କଲା ଚାର୍ଜସିଟ - wachi former MLA

ଜମ୍ମୁ-କାଶ୍ମୀର ୱାଚୀ ବିଧାନସଭାର ପିଡିପିର ପୂର୍ବତନ ବିଧାୟକ ଏଜାଜ ଅହମ୍ମଦ ମୀରଙ୍କ ଘରୁ ସୁରକ୍ଷାକର୍ମୀଙ୍କ 7ଟି ଏକେ-47 ରାଇଫଲ ଏବଂ ପିସ୍ତଲ ମିଳିଛି । ଏନେଇ ଏନଆଇଏ ପକ୍ଷରୁ ଏକ ଚାର୍ଜସିଟ ଦାଖଲ କରାଯାଇଛି । ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀଙ୍କ ଏକେ-47 ଭଳି ଅସ୍ତ୍ରଶସ୍ତ୍ର ପଠାଯାଉଥିବା ଜଣାପଡିଛି ।

ପ୍ରତିକାତ୍ମକ ଫଟୋ
author img

By

Published : Jun 7, 2019, 4:19 AM IST

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ୱାଚୀ ବିଧାନସଭାର ପିଡିପିର ପୂର୍ବତନ ବିଧାୟକ ଏଜାଜ ଅହମ୍ମଦ ମୀରଙ୍କ ବିରୋଧରେ ଏନଆଇଏ ପକ୍ଷରୁ ଏକ ଚାର୍ଜସିଟ ଦାଖଲ କରାଯାଇଛି । ମୀରଙ୍କ ଘରୁ ସୁରକ୍ଷାକର୍ମୀଙ୍କ 7ଟି ଏକେ-47 ରାଇଫଲ ଏବଂ ପିସ୍ତଲ ମିଳିଛି । ଏସମସ୍ତ ଅସ୍ତ୍ର ଚୋରି କରାଯାଇଛି ବୋଲି କୁହାଯାଉଛି । ସେପଟେ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀଙ୍କ ଏକେ-47 ଭଳି ଅସ୍ତ୍ରଶସ୍ତ୍ର ପଠାଯାଉଥିବା କୁହାଯାଇଛି । ଏନେଇ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ।

ସୂଚନା ଥାଉକି, 2018 ସେପ୍ଟେମ୍ବର 28 ରେ ଏ ସମସ୍ତ ଅସ୍ତ୍ର ଜବତ କରାଯାଇଥିଲା । ଜମ୍ମୁ-କାଶ୍ମୀର ପୋଲିସ ଏସପିଓ ଆଦିଲ ବଶୀର ଶେଖ, ଯୱର ଅହମ୍ମଦ ଡାର ଏବଂ ରଫିକ ଅହମ୍ମଦ ଭଟ୍ଟଙ୍କ ବିରୋଧରେ ମଧ୍ୟ ଏନଆଇଏ ଏକ ମାମଲା ରୁଜୁ କରିଛି । ଏହି ମାମଲା ସହ ସମ୍ପୃକ୍ତ ରଫିକ ଅହମ୍ମଦଙ୍କୁ ଡିସେମ୍ବର 10 ତାରିଖରେ ଗିରଫ କରାଯାଇଥିଲା । ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ରିୟଜ ନାୟକୁ, ଆତଙ୍କୀ ଆବିଦ ମଞ୍ଜୁର ଉକ୍ତ ଘଟଣା ସହ ଜଡିତ ।

Intro:Body:

terter

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.