ETV Bharat / bharat

ଘାଟିରୁ ଜଣେ ହିଜବୁଲ ଆତଙ୍କୀକୁ ଗିରଫ କଲା NIA - ଘାଟିରୁ ଜଣେ ହିଜବୁଲ ଆତଙ୍କବାଦୀକୁ ଗିରଫ କଲା NIA

ଜାମ୍ମୁ ଓ କାଶ୍ମୀରର ବଡଗାମରୁ ଜଣେ ହିଜବୁଲ ଆତଙ୍କବାଦୀକୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ଅଧିକ ପଢନ୍ତୁ...

ଘାଟିରୁ ଜଣେ ହିଜବୁଲ ଆତଙ୍କବାଦୀକୁ ଗିରଫ କଲା NIA

author img

By

Published : Oct 13, 2020, 6:45 AM IST

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ବଡଗାମରୁ ଜଣେ ହିଜବୁଲ ଆତଙ୍କବାଦୀକୁ ଗିରଫ କରିଛି ଏନଆଇଏ । ହିଜବୁଲ କମାଣ୍ଡର ନାଭିଦ ବାବୁ ମାମଲାରେ ସମ୍ପୃକ୍ତି ନେଇ ଏହି ଆତଙ୍କବାଦୀକୁ ଗିରଫ କରାଯାଇଛି ।

ଗିରଫ ଆତଙ୍କବାଦୀର ନାଁ ତଫଜୁଲ ହୁସେନ ବୋଲି ଜଣାପଡିଛି । ସରକାରୀ ସୂତ୍ରରୁ ପ୍ରକାଶ ଯେ ମାଲଡେରାର ପୂର୍ବତନ ସରପଞ୍ଚ ତଥା ଅଭିଯୁକ୍ତ ତାରିକ ମିରକୁ ତଫଜୁଲ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଯୋଗାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.