1. ଆଜି ଠାରୁ ଭାରତ- ସିଙ୍ଗାପୁର ନୌସେନା ମଧ୍ୟରେ ୨୭ ତମ ସିମ୍ବେକ୍ସ ଅଭ୍ୟାସ l ଆଣ୍ଡାମାନ ସାଗରରେ ହେବ ଅଭ୍ୟାସ l
2.ଆଜି ରାଜ୍ୟ ବିଧାନସଭାର 4ର୍ଥ ଦିବସ l ଆସିବ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ l
3.ଆଜି ସଂସଦ ସଦସ୍ୟମାନଙ୍କ ପାଇଁ ବହୁତଳ ବିଶିଷ୍ଟ କୋଠା ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ l
4.ଆର୍ଥିକ ବର୍ଷ ୨୧-୨୦୨୨ ବଜେଟ ପାଇଁ ଆଜି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ବୈଠକ l
୫. ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ କୋରୋନା ସମୀକ୍ଷା l ଅପରାହ୍ନରେ ପ୍ରେସମିଟ ।
6. ଆଜି ଅଁଳା ନବମୀ l ପୁରୀ ସାକ୍ଷୀଗୋପାଳ ମନ୍ଦିରରେ ସ୍ଵତନ୍ତ୍ର ନିତିକାନ୍ତି l ଭକ୍ତଙ୍କୁ ମନ୍ଦିର ମନା l
7.ସାକ୍ଷୀଗୋପାଳ ମନ୍ଦିରର 200ମିଟର ବ୍ୟାସାର୍ଦ୍ଧ ମଧ୍ୟରେ 144ଧାରା ଜାରି ।
୮. ଆଜି ଓଡିଶା ଏଫସି ଆଇଏସଏଲ-7ରେ ଅଭିଯାନ ଆରମ୍ଭ କରିବ । ହାଇଦ୍ରାବାଦ ଏଫ୍ସି ବିପକ୍ଷରେ ସିଜନର ପ୍ରଥମ ମ୍ୟାଚ ଖେଳିବ ।
9. UMANG ଆପକୁ ପୂରିଲା 3ବର୍ଷ । ଏଥିଲାଗି ଆଜି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦ କରିବେ ଅନଲାଇନ କନଫରେନ୍ସ ।
10. ଦୀର୍ଘ 8 ମାସ ପରେ ଆଜି ଠୁ ୟୁପିରେ ଖୋଲିବ କଲେଜ ଓ ବିଶ୍ବବିଦ୍ୟାଳୟ ।