ETV Bharat / bharat

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର... - ପ୍ରମୁଖ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

news-today
ଆଜି ଦିନର ବଡଖବର
author img

By

Published : Dec 9, 2020, 6:59 AM IST

ଆଜି ଦିନର ବଡଖବର

1- ଆଜି ରାଜ୍ୟ କ୍ୟାବିନେଟ ବୈଠକ । କିଛି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ଲାଗିପାରେ ମୋହର ।

2- ଆଜି ରାଜ୍ୟର ବିଭିନ୍ନ ପ୍ରକଳ୍ପ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।

3- ଆଜି ମଧ୍ୟ ପରୀକୁ ନ୍ୟାୟ ଦେବାପାଇଁ ବିଜେପିର ଜାରି ରହିବ ଧାରଣା ।

4- ଆଜି 3 ଦିନିଆ ଗସ୍ତରେ ଓଡିଶା ଆସୁଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଡି. ଡି.ପୁରନ୍ଦେଶ୍ବରୀ । ଓଡିଶା ଦାୟିତ୍ବ ପାଇବା ପରେ ପ୍ରଥମ ଗସ୍ତ ।

5- ଆଜି କେନ୍ଦ୍ର କ୍ୟାବିନେଟ ବୈଠକ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ହୋଇପାରେ ବଡ ନିଷ୍ପତି ।

6- ଆଜି କ୍ୟାବିନେଟ ପରେ କୃଷିମନ୍ତ୍ରୀଙ୍କ ସହ ବରିଷ୍ଠ ମନ୍ତ୍ରୀଙ୍କ ବୈଠକ । ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ କରିବେ ଆଲୋଚନା ।

7- ଆଜି ସରକାର-କୃଷକ ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ବୈଠକ । ବାହାରିପାରେ କିଛି ନିଷ୍କର୍ସ ।

8- କେନ୍ଦ୍ରୀୟ କୃଷି ଆଇନ ପ୍ରସଙ୍ଗରେ ଆଜି ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ ବିରୋଧୀ । ଶରଦ ପାୱାରଙ୍କ ନେତୃତ୍ବରେ 5 ଜଣ ନେତା କରିବେ ସାକ୍ଷାତ ।

9- ଆଜି ସ୍ଥଳସେନା ଅଧ୍ୟକ୍ଷ ଓ UAE ପ୍ରତିପକ୍ଷଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ । ହୋଇପାରେ କିଛି ଚୁକ୍ତି । 6 ଦିନିଆ ବିଦେଶ ଗସ୍ତରେ ଅଛନ୍ତି ସ୍ଥଳସେନା ଅଧ୍ୟକ୍ଷ ।

10- ଆଜି ବିଶ୍ବ ଦେଖିବ ଭାରତର କୋରୋନା ଭ୍ୟାକ୍ସିନ ଉତ୍ପାଦନ ଓ ଗବେଷଣା । ହାଇଦ୍ରାବାଦ ସ୍ଥିତ 2 ଟି କମ୍ପାନି ପରିଦର୍ଶନ କରିବେ 60 ଟି ରାଷ୍ଟ୍ରର ରାଷ୍ଟ୍ରଦୂତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.