ETV Bharat / bharat

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ...

news-today
ଆଜି ଦିନର ବଡଖବର
author img

By

Published : Nov 15, 2020, 7:22 AM IST

ଆଜି ଦିନର ବଡଖବର

1-ଆଜିଠାରୁ କେନ୍ଦ୍ରୀୟ ବଜେଟ୍ 2021-22 ପାଇଁ ଜନସାଧାରଣଙ୍କ ପରାମର୍ଶ ଲୋଡିବ ଅର୍ଥ ମନ୍ତ୍ରଣାଳୟ ।

2-ଆଜି ବିହାରରେ ଏନଡିଏ ବୈଠକ । ହେବ ନେତା ନିର୍ବାଚନ ।

3-ଦେଶର କୋରୋନା ସ୍ଥିତି ନେଇ ଆଜି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସମୀକ୍ଷା ।

4-ଆଜି ରାଜ୍ୟରେ କୋରୋନା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

5-ଆଜି ରାଜ୍ୟରେ ପାଗ ଶୁଖିଲା ରହିବ । ରାତିରେ ତାପମାତ୍ରା କମିବା ସହ ଶୀତ ଅନୁଭୂତ ହେବ ।

6-ଆଜି ଝାଡଖଣ୍ଡ ଗଠନ ଦିବସ । ରାଜ୍ୟରେ ପ୍ରସ୍ତୁତି ଜୋରଦାର ।

7-ଆଜି ହେଉଛି ଗୋବର୍ଦ୍ଧନ ପୂଜା । ବିଶେଷକରି ଗୋମାତାଙ୍କ ପୂଜାର୍ଚ୍ଚନା କରାଯାଏ ।

8-ଆଜି ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ । 1875 ମସିହା ଆଜିର ଦିନରେ ହୋଇଥିଲେ ଜନ୍ମ ।

9-ଆଜି ଟେନିସ ତାରକା ସାନିଆ ମିର୍ଜାଙ୍କ ଜନ୍ମଦିନ । 33 ବର୍ଷରେ ପାଦ ଦେଲେ ସାନିଆ ।

10-ଇଜିପ୍ଟ ଓ ସୁଡାନ ମଧ୍ୟରେ ପ୍ରଥମ ଥର ପାଇଁ ଆଜି ହେବ ମିଳିତ ସମରାଭ୍ୟାସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.