ETV Bharat / bharat

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର... - ଆଜି ଦିନର ବଡଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

news today
ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...
author img

By

Published : Oct 11, 2020, 7:00 AM IST

Updated : Oct 13, 2020, 3:23 PM IST

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...

1- ଆଜି ଗ୍ରାମୀଣ ସମ୍ପତ୍ତି କାର୍ଡ ବଣ୍ଟନ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି ।

2- ଆଜି ବିଭିନ୍ନ କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟଙ୍କ ସହ ଆଲୋଚାନ କରିବେ ଅର୍ଥମନ୍ତ୍ରୀ ।

3- ଆଜି ନୂଆ ଶିକ୍ଷାନୀତି ଉପରେ ଦିକ୍ଷା କାର୍ଯ୍ୟକ୍ରମର ସ୍ବତନ୍ତ୍ର ୱେବିନାର ।

4- ସୁରକ୍ଷା ସମ୍ବନ୍ଧୀୟ ଉଚ୍ଚସ୍ତରୀୟ ବୈଠକ । 3 ସେନା ମୁଖ୍ୟ ଓ ସିଡିଏସ ଜେନେରାଲଙ୍କ ସହ ଆଲୋଚନା କରିବେ ଏନଏସଏ ଡୋଭାଲ ।

5- ବିହାର ନିର୍ବାଚନ ପାଇଁ ପ୍ରଚାର ବିଧିବଧ ଭାବେ ପ୍ରଚାର ଆରମ୍ଭ କରିବ ବିଜେପି । ପ୍ରଚାର ଶୁଭାରମ୍ଭ କରିବେ ବିଜେପି ସଭାପତି ଜେପି ନଡ୍ଡା ।

6- କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର କୋରୋନା ସମୀକ୍ଷା । ଆୟୁଷ ମନ୍ତ୍ରଣାଳୟ ସହ ମଧ୍ୟ ବୈଠକ ।

7- ଆଜି ରାଜ୍ୟର କୋରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।

8- ଆଜି ବିଭିନ୍ନ ପ୍ରକଳ୍ପର ମଧ୍ୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।

9- ଆଜି ଉପ ନିର୍ବାଚନକୁ ନେଇ ବିଜେପି କଂଗ୍ରେସର ବୈଠକ ।

10 - ଆଜି ଆଇପିଏଲର ଡବଲ ମ୍ୟାଚ । ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ ମଧ୍ୟରେ ଟକ୍କର । ଦ୍ବିତୀୟ ମ୍ୟାଚରେ ମୁମ୍ବାଇ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ଲଢେଇ ।

Last Updated : Oct 13, 2020, 3:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.