ETV Bharat / bharat

ଗୁଜୁରାଟର ପୂର୍ବ ମୁଖ୍ୟମନ୍ତ୍ରୀ ଶଙ୍କର ସିଂ ବାଘେଲା କୋରୋନା ପଜିଟିଭ - ଏନସିପି

ପୂର୍ବତନ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସାଧାରଣ ସମ୍ପାଦକ ଶଙ୍କରସିଂ ବାଘେଲା କୋରୋନା ଆକ୍ରାନ୍ତ । ତେବେ ସେ 3ରୁ4 ଦିନ ହେଲା ଜ୍ବରରେ ପୀଡ଼ିତ ଥିଲେ । ଶୁକ୍ରବାର ଦିନ ତାଙ୍କର ନମୁନା ସଂଗ୍ରହ କରାଯାଇଥିଲା ଏବଂ ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ଅଧିକ ପଢନ୍ତୁ...

ଏନସିପି ନେତା ଶଙ୍କରସିନ ଭେଗେଲା କୋରୋନା ପଜିଟିଭ

author img

By

Published : Jun 28, 2020, 3:49 PM IST

ଗାନ୍ଧିନଗର: ପୂର୍ବତନ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସାଧାରଣ ସମ୍ପାଦକ ଶଙ୍କରସିଂ ବାଘେଲା କୋରୋନା ଆକ୍ରାନ୍ତ । ଶନିବାର 80 ବର୍ଷିୟ ବାଘେଲା କୋରୋନା ଆକ୍ରାନ୍ତ ହୋଇଥିବା ଜାଣିବା ପରେ ତାଙ୍କୁ ଗାନ୍ଧୀନଗର ନିକଟସ୍ଥ ତାଙ୍କ ବାସଭବନରେ କ୍ବାରେଣ୍ଟାଇନରେ ରଖାଯାଇଛି । ତେବେ ସେ 3-4 ଦିନ ହେଲା ଜ୍ବରରେ ପୀଡ଼ିତ ଥିଲେ । ଶୁକ୍ରବାର ଦିନ ତାଙ୍କର ନମୁନା ସଂଗ୍ରହ କରାଯାଇଥିଲା ଏବଂ ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା ।

ସେ 2019ରେ କଂଗ୍ରେସ ସହିତ ଅଲଗା ହେବା ପରେ ଶରଦ ପାୱାର ନେତୃତ୍ୱାଧୀନ ଏନସିପିରେ ଯୋଗ ଦେଇଥିଲେ। ସମର୍ଥକଙ୍କ ଦ୍ବାରା 'ବାପୁ' ଭାବରେ ଜଣାଶୁଣା ବାଘେଲା ସୋମବାର ଦିନ ତାଙ୍କ ପଦରୁ ଇସ୍ତଫା ଦେବା ସହ ଶରଦ ପାୱାର ନେତୃତ୍ୱାଧୀନ ଦଳର ପ୍ରାଥମିକ ସଦସ୍ୟତା ମଧ୍ୟ ଛାଡ଼ିଥିଲେ। ସେ ନିଜେ ନିଜର ରାଜନୈତିକ ସାମ୍ମୁଖ୍ୟ ଗଠନ କରିଥିଲେ । ବାଘେଲା 1996ରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.