ETV Bharat / bharat

ମହାରାଷ୍ଟ୍ର ଗଡଚିରୋଲିରେ ମୁଣ୍ଡ ନେଲେ ନକ୍ସଲ - ମୁଣ୍ଡ ନେଲେ ନକ୍ସଲ

ଆଜିଠୁ ପିପୁଲ୍ସ ଲିବରେସନ ଗରିଲା ଆର୍ମି (ପିଏଲଜିଏ) ସପ୍ତାହ ପାଳନ କରୁଛି ନକ୍ସଲ ବାହିନୀ। ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାର ଗୋଟିଏ ଗାଁର ମୁଖିଆ ଓ ଅନ୍ୟ ଜଣେ ଏନସିପି କାର୍ଯ୍ୟକର୍ତ୍ତାକୁ ହତ୍ୟା କରିଥିବା ଜଣାପଡିଛି। ଅଧିକ ଖବର ପଢନ୍ତୁ...

ମହାରାଷ୍ଟ୍ର ଗଡଚିରୋଲିରେ ମୁଣ୍ଡ ନେଲେ ନକ୍ସଲ
ମହାରାଷ୍ଟ୍ର ଗଡଚିରୋଲିରେ ମୁଣ୍ଡ ନେଲେ ନକ୍ସଲ
author img

By

Published : Dec 2, 2019, 5:06 PM IST

ଗଡଚିରୋଲି: ଆଜିଠୁପିପୁଲ୍ସ ଲିବରେସନ ଗରିଲା ଆର୍ମି (ପିଏଲଜିଏ) ସପ୍ତାହ ପାଳନ କରୁଛି ନକ୍ସଲ ବାହିନୀ । ଆଉ ପ୍ରଥମ ଦିନରୁ ରକ୍ତମୁଖା ହୋଇଉଠିଛି ଲାଲବାହିନୀ । ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାରେ ଲାଲବାହିନୀ ନାରକୀୟ କାଣ୍ଡ ଘଟାଇଛି। ସେଠାକାର ଜଣେ ଗାଁ ମୁଖିଆ ଓ ଅନ୍ୟଜଣେ ଏନସିପି କାର୍ଯ୍ୟକର୍ତ୍ତାକୁ ହତ୍ୟା କରିଛନ୍ତି ନକ୍ସଲ।ସରକାରୀ କାମକୁ ବିରୋଧ କରି ଏହି ହତ୍ୟାକାଣ୍ଡ କରାଯାଇଥିବା ଜଣାପଡିଛି। ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଉଦ୍ୟାନକୁ ମଧ୍ୟ ଭାଙ୍ଗି ଦେଇଛି ଲାଲବାହିନୀ।

ମହାରାଷ୍ଟ୍ର ଗଡଚିରୋଲିରେ ମୁଣ୍ଡ ନେଲେ ନକ୍ସଲ

ନକ୍ସଲ ଆକ୍ରମଣରେ ପ୍ରାଣ ହରାଇଥିବା ମୃତକ ମୁଖିଆ ହେଲେ ମାସୁ ପୁଙ୍ଘତୀ ଓ ଏନସିପି କାର୍ଯ୍ୟକର୍ତ୍ତା ଋିଷି ମେସରାମ। ଆଜିଠୁ ନକ୍ସଲଙ୍କ ପିଏଲଜିଏ ସପ୍ତାହ ପାଳନ ହେଉଥିବା ବେଳେ ସମ୍ବେଦନଶୀଳ ଅଞ୍ଚଳରେ ପାଟ୍ରୋଲିଂକୁ ଜୋରଦାର କରାଯାଇଛି । ସେପଟେ ନିଜର ସ୍ଥିତି ଜାହିର କରିବାକୁ ସ୍ଥାନେ ପୋଷ୍ଟର ଓ ବ୍ୟାନର ଲଗାଇଛି ଲାଲବାହିନୀ। ଦେଶର ନକ୍ସଲ ଉପଦ୍ରୁତ ଜିଲ୍ଲା ମଧ୍ୟରେ ରହିଛି ମହାରାଷ୍ଟ୍ରର ଗଡଚିରୋଲି।

Intro:गडचिरोलीत नक्षलवाद्यांकडून दोघांची हत्याBody:कमलापूर हत्ती कॅम्पचे नक्षलवाद्यांकडून नासधूसConclusion:--
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.