ETV Bharat / bharat

ନକ୍ସଲ ଦମ୍ପତିଙ୍କ ଆତ୍ମସମର୍ପଣ - ଯଶୋବନ୍ତ ବୋଗା

ସୋମବାର ଗଡଚିରୋଲି ପୋଲିସ ନିକଟରେ ନକ୍ସଲ ଯଶୋବନ୍ତ ବୋଗା ଓ ତାଙ୍କ ପତ୍ନୀ ଶାରଦା ନୈତାମ ଆତ୍ମସମର୍ପଣ କରିଛନ୍ତି ।

ନକ୍ସଲ ଦମ୍ପତିଙ୍କ ଆତ୍ମସମର୍ପଣ
ନକ୍ସଲ ଦମ୍ପତିଙ୍କ ଆତ୍ମସମର୍ପଣ
author img

By

Published : Aug 11, 2020, 3:16 PM IST

ମୁମ୍ବାଇ: 18ଟି ହତ୍ୟା ଓ 10ଟି ଅଗ୍ନିକାଣ୍ଡରେ ସମ୍ପୃକ୍ତ ଥିବା ନକ୍ସଲ ଯଶୋବନ୍ତ ବୋଗା ଓ ତାଙ୍କ ପତ୍ନୀ ଶାରଦା ନୈତାମ ସୋମବାର ଗଡଚିରୋଲି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

ନକ୍ସଲ ଦମ୍ପତିଙ୍କ ଆତ୍ମସମର୍ପଣ
ନକ୍ସଲ ଦମ୍ପତିଙ୍କ ଆତ୍ମସମର୍ପଣ

130ରୁ ଅଧିକ ଅପରାଧୀକ କାର୍ଯ୍ୟକଳାପରେ ଜଡିତ ଏହି ନକ୍ସଲ ଦମ୍ପତିଙ୍କ ମୁଣ୍ଡରେ 18 ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ତେବେ ସେମାନେ ସୋମବାର ଗଡଚିରୋଲି ପୋଲିସଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ ।

ଯଶୋବନ୍ତ ଟିପାଗଡ ଡାଲାମର କମାଣ୍ଡର ଥିଲେ । ସେ 2009ରେ ନକ୍ସଲରେ ମିଶିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.