ETV Bharat / bharat

ମେ 31 ଯାଏଁ ବଢିଲା ଲକଡାଉନ ଅବଧି: ପଢନ୍ତୁ ନୂତନ ଗାଇଡଲାଇନର ମୁଖ୍ୟାଂଶ

author img

By

Published : May 17, 2020, 8:31 PM IST

ସମଗ୍ର ଦେଶରେ କୋରୋନା ବିସ୍ତାରକୁ ଦୃଷ୍ଟିରେ ରଖି ଲକଡାଉନ୍ ଅବଧିକୁ ଆହୁରି 14 ଦିନ ଆହୁରି ବୃଦ୍ଧି କରାଯାଇଛି | ମେ 31 ଯାଏଁ ସମଗ୍ର ଦେଶରେ ଜାରି ରହିବ ଲକଡାଉନ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ଦ୍ବାରା ଲକଡାଉନ୍ 4.0 ସମ୍ବନ୍ଧରେ ନିର୍ଦ୍ଦେଶାବଳୀ ପ୍ରକାଶ ପାଇଛି।

Nationwide lockdown extended
Nationwide lockdown extended

ନୂଆଦିଲ୍ଲୀ: ସମଗ୍ର ଦେଶରେ କୋରୋନା ବିସ୍ତାରକୁ ଦୃଷ୍ଟିରେ ରଖି ଲକଡାଉନ୍ ଅବଧିକୁ ଆହୁରି 14 ଦିନ ଆହୁରି ବୃଦ୍ଧି କରାଯାଇଛି | ମେ 31 ଯାଏଁ ସମଗ୍ର ଦେଶରେ ଜାରି ରହିବ ଲକଡାଉନ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ଦ୍ବାରା ଲକଡାଉନ୍ 4.0 ସମ୍ବନ୍ଧରେ ନିର୍ଦ୍ଦେଶାବଳୀ ପ୍ରକାଶ ପାଇଛି। ଏହି ଗାଇଡଲାଇନରେ ପୂର୍ବ ପରି ଘରୋଇ ଏବଂ ବିଦେଶୀ ବିମାନ ଉପରେ ପ୍ରତିବନ୍ଧକ ଲଗାଯିବ। ଏହା ସହିତ ବିଦ୍ୟାଳୟ, କଲେଜ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିବ | ମେଟ୍ରୋ ସେବା ଖୋଲିବ ବୋଲି କଳ୍ପନାଜଳ୍ପନା କରାଯାଇଥିଲା । କିନ୍ତୁ ନୂତନ ନିର୍ଦ୍ଦେଶାବଳୀରେ ଏହାକୁ ମଧ୍ୟ ନିଷେଧ କରାଯାଇଛି ।

କ’ଣ ଖୋଲା ରହିବ ଏବଂ ନୂତନ ଗାଇଡଲାଇନରେ କ’ଣ ବନ୍ଦ ହେବ । ଏହା ସହିତ ରାଜ୍ୟମାନଙ୍କୁ କେଉଁ ଅଧିକାର ଦିଆଯାଇଛି , ପଢନ୍ତୁ ସମ୍ପୂର୍ଣ୍ଣ ଖବର....

1. ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନ ଉପରେ ପ୍ରତିବନ୍ଧକ ଲଗାଯିବ। ଏୟାର ଆମ୍ବୁଲାନ୍ସ ସେବା, ସୁରକ୍ଷା, ଅପରେସନକୁ ଦୃଷ୍ଟିରେ ରଖି ଏହି ବିମାନକୁ ଅନୁମତି ଦିଆଯିବ।

2. ମେଟ୍ରୋ ସେବା ଆରମ୍ଭ ହେବ ନାହିଁ |

3. ବିଦ୍ୟାଳୟ-କଲେଜ ଏବଂ ଶିକ୍ଷାନୁଷ୍ଠାନ ଉପରେ ପ୍ରତିବନ୍ଧକ ଜାରି ରହିବ | ପିଲାମାନଙ୍କୁ ଅନଲାଇନ୍ ଶିକ୍ଷା ଦେବେ ବିଦ୍ୟାଳୟ ।

5. ସପିଂ ମଲ୍ ଏବଂ ସିନେମା ହଲ ବନ୍ଦ ରହିବ |

6. ଧାର୍ମିକ ସ୍ଥାନଗୁଡିକ ବନ୍ଦ ରହିବ | ସମସ୍ତ ପ୍ରକାର ପୂଜା ସ୍ଥାନ ବନ୍ଦ ରହିବ ଏବଂ ଏଥର ମଧ୍ୟ ଲକଡାଉନରେ ଇଦ୍ ପାଳନ କରାଯିବ |

7. ହୋଟେଲ, ରେଷ୍ଟ୍ରୁରାଣ୍ଟ ବନ୍ଦ ରହିବ | କେବଳ କିଚେନ ସର୍ଭିସ ଯାହା ହୋମ ଡେଲିଭରି କରେ ତାହା ଜାରି ରହିବ ।ବିତରଣ କରେ ତାହା ଜାରି ରହିବ |

8. ବସ୍ ସେବା କଣ୍ଟେନମେଣ୍ଟ ଜୋନରେ ଆରମ୍ଭ ହେବ ନାହିଁ |

ନୂତନ ଗାଇଡଲାଇନ ଅନୁଯାୟୀ, ରେଡ, ଅରେଞ୍ଜ, ଗ୍ରୀନ ଜୋନ୍ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଦ୍ବାରା ସ୍ଥିର ହେବ।

ଲକଡାଉନ୍ 4.0 ରେ ଏହି ସେବା ଖୋଲା ରହିବ...

1. ସ୍ବାସ୍ଥ୍ୟ କର୍ମୀମାନେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇପାରିବେ |

2. ଷ୍ଟାଡିୟମ୍ ଏବଂ କ୍ରୀଡା କମ୍ପ୍ଲେକ୍ସ ଖୋଲାଯିବ | କିନ୍ତୁ ଦର୍ଶକଙ୍କୁ ଅନୁମତି ଦିଆଯିବ ନାହିଁ।

3. ଇଣ୍ଟର ଷ୍ଟେଟ୍ ବସ୍ ଏବଂ ଟ୍ରେନ୍ ଚଳାଚଳ କରିବ | କିନ୍ତୁ ରାଜ୍ୟଗୁଡ଼ିକର ପାରସ୍ପରିକ ସମ୍ମତି ହେବା ଉଚିତ୍ |

4. ଲୋକମାନେ କେବଳ କଣ୍ଟେନମେଣ୍ଟ ଜୋନର ଗୁରୁତ୍ବପୂର୍ଣ୍ଣ ଜିନିଷ ପାଇଁ ବାହାରକୁ ଯାଇପାରିବେ |

କେନ୍ଦ୍ର ଦ୍ବାରା ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀ....

1. କଣ୍ଟେନମେଣ୍ଟ ଜୋନରେ ଲୋକ କଡା ନଜରରେ ରହିବେ | ସେମାନଙ୍କ ଚେକଅପ୍ କରାଯିବ | ପ୍ରତି ଘର ଉପରେ ନଜର ରଖାଯିବ ।

2. ବୃଦ୍ଧ ଏବଂ 10 ବର୍ଷରୁ କମ୍ ପିଲାମାନେ ଘରୁ ବାହାରିବେ ନାହିଁ | ଗର୍ଭବତୀ ମହିଳାମାନେ ମଧ୍ୟ ଘରୁ ବାହାରିବେ ନାହିଁ |

3. ସକାଳ 7ଟାରୁ ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ |

ନୂତନ ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି ଯେ ସମସ୍ତେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବା ଉଚିତ୍। ଏହା ସହିତ ସମସ୍ତ ରାଜ୍ୟକୁ ମାଲ୍ ପରିବହନ ଗତିବିଧି ବନ୍ଦ ନକରିବାକୁ କୁହାଯାଇଛି। ଡାକ୍ତରୀ କର୍ମଚାରୀଙ୍କୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ପରିମିସନ ଦେବାକୁ ଅନୁମତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.