ETV Bharat / bharat

ନାର୍କୋ-ଟେରର ମଡ୍ୟୁଲର ପର୍ଦାଫାସ, 2 ଗିରଫ - ନାର୍କୋ- ଟେରର ମଡ୍ୟୁଲ

ଭାରତୀୟ ସେନା ଏବଂ କୁପୱାଡା ପୋଲିସ ଦ୍ୱାରା ମିଳିତ ଅପରେସନରେ ଜମ୍ମୁ କାଶ୍ମୀରରେ ପାକିସ୍ତାନ ଦ୍ବାରା ଗଠିତ ନାର୍କୋ-ଟେରର ମଡ୍ୟୁଲର ପର୍ଦ୍ଦାଫାସ ହୋଇଛି ।

ନାର୍କୋ- ଟେରର ମଡ୍ୟୁଲର ପର୍ଦାଫାଶ
ନାର୍କୋ- ଟେରର ମଡ୍ୟୁଲର ପର୍ଦାଫାସ
author img

By

Published : Jun 27, 2020, 3:56 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ ଏବଂ ପୋଲିସକୁ ଶନିବାର ବଡ ସଫଳତା ମିଳିଛି । ଭାରତୀୟ ସେନା ଏବଂ କୁପୱାଡା ପୋଲିସ ଦ୍ୱାରା ମିଳିତ ଅପରେସନରେ ପାକିସ୍ତାନ ଦ୍ବାରା ଗଠିତ ନାର୍କୋ-ଟେରର ମଡ୍ୟୁଲର ପର୍ଦ୍ଦାଫାସ ହୋଇଛି । ନିଶା ଦ୍ରବ୍ୟର ଚୋରାଚାଲାଣ ଟଙ୍କାରୁ ଆତଙ୍କବାଦ ଗତିବିଧିକୁ ବଢାଇବା ଦିଗରେ ଏହି ନାର୍କୋ- ଟେରର ମଡ୍ୟୁଲର କାର୍ଯ୍ୟ କରୁଥିଲା । ଏହାର ପର୍ଦାଫାସ କରି ଘଟଣାରେ ଆତଙ୍କବାଦୀ ସଂଗଠନକୁ ସାହାଯ୍ୟ କରୁଥିବା 2 ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।

ନାର୍କୋ- ଟେରର ମଡ୍ୟୁଲର ପର୍ଦାଫାସ
ନାର୍କୋ- ଟେରର ମଡ୍ୟୁଲର ପର୍ଦାଫାସ

ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ଏହି ବ୍ୟକ୍ତିଙ୍କ ନିକଟରୁ 13 କେଜି ନିଶାଦ୍ରବ୍ୟ ଏବଂ 65 କୋଟି ଟଙ୍କା ଜବତ ହୋଇଛି । ଏହା ବ୍ୟତୀତ ସେମାନଙ୍କ ନିକଟରୁ ଅନେକ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ମଧ୍ୟ ଜବତ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.