ETV Bharat / bharat

‘ଅଯୋଧ୍ୟା ବିବାଦୀୟ ସ୍ଥାନରେ ମୁସଲମାନଙ୍କୁ ନମାଜ ମନା’

ଅଯୋଧ୍ୟା ବିବାଦୀୟ ଭୂମିରେ ମୁସଲମାନ ସମ୍ପ୍ରଦାୟର ନମାଜ ପାଠକୁ ବିରୋଧ କରିନ୍ତି ରାମଲାଲା ନ୍ୟାସ ପରିଷଦର ଓକିଲ ସିଏସ ବୈଦ୍ୟନାଥ ସୁପ୍ରିମକୋର୍ଟରେ ଯୁକ୍ତି ଉପସ୍ଥାପନ କରିଛନ୍ତି । ସଡକକୁ ମସଜିଦ କରା ନ ଯାଉ ବୋଲି ସେ କହିଛନ୍ତି।

ଡିଜାଇନ ଫଟୋ
author img

By

Published : Aug 17, 2019, 11:23 AM IST

ଅଯୋଧ୍ୟା: ରାମ ଜନ୍ମଭୂମି-ବାବ୍ରୀ ମସଜିଦର ବିବାଦୀୟ ଭୂମିରେ ମୁସଲମାନ ସମ୍ପ୍ରଦାୟ ନମାଜ ପଢିବାକୁ ନେଇ କୌଣସି ପ୍ରକାରର ଦାବି କରି ପରିବେ ନାହିଁ ବୋଲି ରାମଲାଲା ନ୍ୟାସ ପରିଷଦର ଓକିଲ ସିଏସ ବୈଦ୍ୟନାଥ କହିଛନ୍ତି । ଦ୍ବିତୀୟ ଶତାବ୍ଦୀରେ ଅଯୋଧ୍ୟର ବିବାଦୀୟ ଭୂମିରେ ଏକ ବିଶାଳ ମନ୍ଦିର ଥିଲା । ଏହି ସ୍ଥାନରେ ମୁସଲମାନ ସମ୍ପ୍ରଦାୟ ନମାଜ ପଢି ପାରିବେ ନାହିଁ ବୋଲି ରାମଲାଲା ନ୍ୟାସ ପରିଷଦର ଓକିଲ ଶୁକ୍ରବାର କୋର୍ଟରେ ଯୁକ୍ତି ବାଢିଥିଲେ ।

ଅଯୋଧ୍ୟାର ବିବାଦୀୟ ସ୍ଥାନରେ ଥିବା ବାବ୍ରୀ ମସଜିଦ ପୂର୍ବରୁ ଦ୍ବିତୀୟ ଶତାବ୍ଦିରେ ଏକ ବିଶାଳ ମନ୍ଦିର ଥିବା ଓକିଲ ସିଏସ ବୈଦନାଥ, ସୁପ୍ରିମୋକର୍ଟର 5 ଜଣିଆ ଖଣ୍ଡପୀଠ ସମ୍ମୁଖରେ ଉପସ୍ଥିତ ରହି ଯୁକ୍ତି ଉପସ୍ଥାପନ କରିଥିଲେ।ମୁସଲମାନଙ୍କ ଦ୍ବାରା ନମାଜ ପାଠ କରିବା ପାଇଁ ବିବାଦିତ ସ୍ଥାନରେ ଗୋଟିଏ ସଡକକୁ ବ୍ୟବହାର କରାଯାଉଥିବା ବେଳେ, ଏହାର ଅର୍ଥ ଏହା ନୁହେଁ ଯେ ସେମାନେ ସଡକକୁ ମସଜିଦରେ ପରିଣତ କରିଦେବେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.