ETV Bharat / bharat

ବର୍ଷାରେ ବେହାଲ ମୁମ୍ବାଇ, ବାତିଲ ହେଲା ସମସ୍ତ ବିମାନ ସେବା - suspended

ପ୍ରବଳ ବର୍ଷା ପାଇଁ ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ବିମାନବନ୍ଦରର ସମସ୍ତ ବିମାନ ସେବାକୁ ଅସ୍ଥାୟୀ ଭାବେ ବାତିଲ କରାଯାଇଛି ।

ପ୍ରତିକାତ୍ମକ ଫଟୋ
author img

By

Published : Jul 8, 2019, 2:28 PM IST

ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ଲାଗି ରହିଛି ପ୍ରବଳ ବର୍ଷା । ବର୍ଷାରେ ସାଧାରଣ ଜନଜୀବନ ଏକ ପ୍ରକାର ଅଣନିଶ୍ବାସୀ ହୋଇଯାଇଛି । ବର୍ଷାକୁ ଆଖିଆଗରେ ରଖି ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ବିମାନବନ୍ଦରର ସମସ୍ତ ବିମାନ ସେବାକୁ ସୋମବାର ଅସ୍ଥାୟୀ ଭାବେ ବାତିଲ କରାଯାଇଛି ।

ପ୍ରବଳ ବର୍ଷାରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଏଭଳି କରାଯାଇଛି ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । କୌଣସି ବିମାନ ବାତିଲ କରାଯାଇ ନାହିଁ ବରଂ ଲୋ ଭିଜିବିଲିଟି ଓ ପ୍ରତିକୂଳ ପାଗ ପାଇଁ ଦିଗ ପରିବର୍ତ୍ତନ କରାଯାଇଛି । ଏଥିପାଇଁ ସମସ୍ତ ବିମାନର ଉଡାଣ ଓ ଅବତରଣରେ ବିଳମ୍ବ ପରିଲକ୍ଷିତ ହେବ ।

ଖବର ଅନୁଯାୟୀ, ସୋମବାର ମୁମ୍ବାଇରେ ଜାରି ରହିଛି ଲଗାଣ ବର୍ଷା । ସହରର ପାଲଗର, ସବରବସ ଥାନେ ଓ ରାଏଗଡ ପାଣିରେ ବୁଡି ରହିଛନ୍ତି । ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ 8ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି । ଆଗାମୀ 24 ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ଆଂଶିକ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Intro:Body:

BLANK  FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.