ETV Bharat / bharat

ଦୁଷ୍କର୍ମ ପରେ ଚଳନ୍ତା ଟ୍ରେନରୁ ମହିଳାଙ୍କୁ ଠେଲି ଦେଲେ ଅଜ୍ଞାତ - ମୁମ୍ବାଇରେ ଚଳନ୍ତା ଟ୍ରେନରେ ଦୁଷ୍କର୍ମ

ମୁମ୍ବାଇର ବାପରୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ 24 ବର୍ଷୀୟ ମହିଳାଙ୍କୁ ପ୍ରଥମେ ଦୁଷ୍କର୍ମ ପରେ ଅଜ୍ଞାତ ବ୍ୟକ୍ତିମାନେ ଚଳନ୍ତା ଲୋକାଲ ଟ୍ରେନରୁ ଠେଲି ଦେଇଥିଲେ। ଅଧିକ ପଢନ୍ତୁ...

ମୁମ୍ବାଇ ଦୁଷ୍କର୍ମ ପରେ ଚଳନ୍ତା ଟ୍ରେନରୁ ମହିଳାଙ୍କୁ ଠେଲିଦେଲେ ଅଜ୍ଞାତ

author img

By

Published : Dec 26, 2020, 7:14 AM IST

ମୁମ୍ବାଇ: ମୁମ୍ବାଇର ବାପରୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ 24 ବର୍ଷୀୟ ମହିଳାଙ୍କୁ ପ୍ରଥମେ ଦୁଷ୍କର୍ମ ଏବଂ ପରେ ଅଜ୍ଞାତ ବ୍ୟକ୍ତିମାନେ ଚଳନ୍ତା ଲୋକାଲ ଟ୍ରେନରୁ ଠେଲି ଦେଇଥିଲେ । ଏହି ଘଟଣାରେ ମହିଳା ଜଣକ ଗୁରୁତ୍ତର ଭାବେ ଆହତ ହୋଇଛନ୍ତି । ନବୀ ମୁମ୍ବାଇ ଠାରେ ରେଳବାଇ ପୋଲିସ ଉକ୍ତ ମହିଳାଙ୍କୁ ରେଳ ଲାଇନ ପାଖରୁ ଆହତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

ବର୍ତ୍ତମାନ ପୀଡିତା ମୁମ୍ବାଇର ଜେଜେ ହସ୍ପିଟାଲରେ ଜୀବନ ଏବଂ ମୃତ୍ୟୁ ସହିତ ସଂଗ୍ରାମ କରୁଛି। ପୋଲିସ ଦେଇଥିବା ସୂଚନା ମୁତାବକ ପୀଡିତାଙ୍କ ଘର ଟିଟବାଲା ଏବଂ ସେ ପବଇରେ ଅନ୍ୟ ଘରେ କାମ କରନ୍ତି। ବାଶୀ ରେଳବାଇ ପୋଲିସ କହିଛନ୍ତି, ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ଓ ତାଙ୍କ ଶରୀରର ଅନେକ ସ୍ଥାନରେ ଆଘାତ ଲାଗିଥିବାର ଦେଖିବାକୁ ମୁଳିଥିଲା।

ଯାଞ୍ଚ କରୁଥିବା ଡାକ୍ତରୀ ଦଳ କହିଛନ୍ତି ପୀଡିତାଙ୍କୁ ଧକ୍କା ଦେବା ପୂର୍ବରୁ ତାଙ୍କ ସହିତ ଦୁଷ୍କର୍ମ କରାଯାଇଥିଲା । ଟ୍ରେନରୁ ଖସି ପଡିବା ଫଳରେ ସେ ବେହୋସ ହୋଇଯାଇଥିଲେ। ସେପଟେ ଘଟଣାର ତଦନ୍ତ କରୁଛି ପୋଲିସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.