ETV Bharat / bharat

ଆଜିଠୁ ମୁମ୍ବାଇରେ ସ୍ବାଭାବିକ ମେଟ୍ରୋ ସେବା

author img

By

Published : Oct 19, 2020, 2:34 PM IST

ଆଜିଠୁ ମୁମ୍ବାଇରେ ସ୍ବାଭାବିକ ହେଲା ମେଟ୍ରୋ ସେବା । ଦୀର୍ଘ 7 ମାସ ପରେ ଟ୍ରାକରେ ଗଡିଲା ମେଟ୍ରୋ । ଅଧିକ ପଢନ୍ତୁ.....

Mumbai Metro resumes operations, months after they were halted in the wake of COVID19 pandemic.
ଆଜିଠୁ ମୁମ୍ବାଇରେ ସ୍ବାଭାବିକ ହେଲା ମେଟ୍ରୋ ସେବା

ମୁମ୍ବାଇ: ଆଜି ଠାରୁ ଟ୍ରାକରେ ଫୁଲ ଫେଜରେ ଦୌଡିବ ମେଟ୍ରୋ। କୋରୋନା କାଳରେ ଦୀର୍ଘ 7 ଦିନ କାଳ ଅଟକି ରହିଥିବା ଏହି ମେଟ୍ରୋ ସେବା ଆରମ୍ଭ ହେବା ସହ ଦ୍ରୁତ ଗତିରେ ଦୌଡିବାକୁ ଲାଗିଛି। କୋରୋନା ମହାମାରୀ ଯୋଗୁଁ ପ୍ରାୟ ପରେ ସୋମବାର ମୁମ୍ବାଇ ମେଟ୍ରୋ ସେବା ଆରମ୍ଭ କରିଛି। ମାର୍ଚ୍ଚରୁ ରାଜ୍ୟରେ ମେଟ୍ରୋ ସେବା ବନ୍ଦ ରଖାଯାଇଥିଲା । ଯେତେବେଳେ, କୋରୋନା ମହାମାରୀକୁ ରୋକିବା ପାଇଁ କେନ୍ଦ୍ର ସରକାର ପ୍ରଥମେ ଦେଶରେ ଲକଡାଉନ କରିଥିଲେ ।

ଗତ ସପ୍ତାହରେ,ମହାରାଷ୍ଟ୍ର ସରକାର ଅକ୍ଟୋବରରେ ରାଜ୍ୟରେ ମେଟ୍ରୋ ସେବାକୁ ସ୍ବାଭାବିକ କରିବା ପାଇଁ ନିଷ୍ପତି ନେଇଥିଲେ । ମୁମ୍ବାଇ ମେଟ୍ରୋର ସମସ୍ତ ସୁରକ୍ଷା କାର୍ଯ୍ୟ ଶେଷ କରିବା ପରେ ଆଜିଠାରୁ ସେବା ସ୍ବାଭାବିକ ହୋଇଛି । ମେଟ୍ରୋ ସେବାକୁ ସ୍ବାଭାବିକ କରିବାକୁ ଅନୁମତି ଦେଇଥିବାରୁ ମୁମ୍ବାଇ ମେଟ୍ରୋ ମହାରାଷ୍ଟ୍ର ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛି ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.