ETV Bharat / bharat

କୋରୋନୋ ମୃତକଙ୍କୁ କବର ଦେଉଥିବା ବ୍ୟକ୍ତିଙ୍କୁ ମାଗଣାରେ ପିପିଇ କିଟ ଯୋଗାଇଲା ଏନଜିଓ - ହୋପ୍ସ ଇଣ୍ଡିଆ

ଏହି କୋରୋନା ମହାମାରୀରେ ଯେଉଁମାନେ ପ୍ରାଣ ହରାଉଛନ୍ତି ସେମାନଙ୍କୁ କବର ଦେବାରେ ସାହାୟକ ମାନଙ୍କୁ ମୁମ୍ବାଇର ଏକ ଏନଜିଓ PPE କିଟ୍ ପ୍ରସ୍ତୁତ କରି ପ୍ରଦାନ କରିଛି । ଅଧିକ ପଢ଼ନ୍ତୁ...

Mumbai
Mumbai
author img

By

Published : Apr 9, 2020, 12:58 AM IST

ମୁମ୍ବାଇ: କୋରୋନା ସଂକ୍ରମିତଙ୍କୁ ଚକିତ୍ସା କରୁଥିବା ଚିକିତ୍ସକ ଓ ସ୍ବାସ୍ଥ୍ୟକର୍ମୀମାନଙ୍କ ପାଇଁ ସଂପୂର୍ଣ୍ଣ ସୁରକ୍ଷିତ ବ୍ୟକ୍ତିଗତ ପୋଷାକ ପତ୍ର (ପିପିଇ) ନିତାନ୍ତ ଆବଶ୍ୟକ । ସେହିଭଳି ଏହି ମହାମାରୀରେ ଯେଉଁମାନେ ପ୍ରାଣ ହରାଉଛନ୍ତି ସେମାନଙ୍କୁ କବର ଦେବାରେ ସାହାୟକ ମାନଙ୍କୁ ମୁମ୍ବାଇର ଏକ ଏନଜିଓ PPE କିଟ୍ ପ୍ରସ୍ତୁତ କରି ପ୍ରଦାନ କରିଛି ।

ଆମର ଏନଜିଓ ଯେଉଁମାନେ ଏକ କରୋନା କାରଣରୁ ମୃତ୍ୟୁବରଣ କରନ୍ତି ସେମାନଙ୍କ ପାଇଁ PPE କିଟ୍ ପ୍ରସ୍ତୁତ କରିଛନ୍ତି । 2 କବର ଖୋଦନକାରୀଙ୍କୁ 4 ମୃତଦେହ ବାହକଙ୍କୁ ମିଶାଇ ମୋଟ 6 ସେଟ ପିପିଇ କିଟ ପ୍ରଦାନ କରାଯାଇଛି । ଡିଜାଇନ୍ କରିଛନ୍ତି । ଏହି ସେଟ୍ ଗୁଡିକ କବ୍ରସ୍ଥାନ ଟ୍ରଷ୍ଟିମାନଙ୍କୁ ମାଗଣାରେ ଦିଆଯାଉଛି । ହୋପ୍ସ ଇଣ୍ଡିଆ ନାମକ ଏହି ଏନଜିଓପ ସରଫରାଜ ଏନେଇ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.