ETV Bharat / bharat

କମଳନାଥଙ୍କୁ ରାଜ୍ୟପାଳଙ୍କ ଚିଠି: 17 ମାର୍ଚ୍ଚରେ ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ

author img

By

Published : Mar 16, 2020, 6:45 PM IST

ସୋମବାର ମଧ୍ୟପ୍ରଦେଶ ବିଧାନସଭାରେ ଫ୍ଲୋର ଟେଷ୍ଟ ହେବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ । ହେଲେ ରାଜ୍ୟପାଳ ଲାଲାଜୀ ଟଣ୍ଡନଙ୍କ ଅଭିଭାଷଣ ପରେ କୋରୋନା ଭାଇରସ ଯୋଗୁଁ ବାଚସ୍ପତି ବିଧାନସଭାକୁ ମାର୍ଚ୍ଚ ୨୬ ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ଏବେ ରାଜ୍ୟପାଳ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ମାର୍ଚ୍ଚ 17 ଅର୍ଥାତ ଆସନ୍ତା କାଲି ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ଭୋପାଳ: ମଧ୍ୟପ୍ରଦେଶ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ସୋମବାର ମଧ୍ୟପ୍ରଦେଶ ବିଧାନସଭାରେ ଫ୍ଲୋର ଟେଷ୍ଟ ହେବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ । ହେଲେ ରାଜ୍ୟପାଳ ଲାଲାଜୀ ଟଣ୍ଡନଙ୍କ ଅଭିଭାଷଣ ପରେ କୋରୋନା ଭାଇରସ ଯୋଗୁଁ ବାଚସ୍ପତି ବିଧାନସଭାକୁ ମାର୍ଚ୍ଚ ୨୬ ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ଏବେ ରାଜ୍ୟପାଳ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ମାର୍ଚ୍ଚ 17 ଅର୍ଥାତ ଆସନ୍ତା କାଲି ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

କମଳନାଥଙ୍କୁ ରାଜ୍ୟପାଳଙ୍କ ଚିଠି: 17 ମାର୍ଚ୍ଚରେ ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ
କମଳନାଥଙ୍କୁ ରାଜ୍ୟପାଳଙ୍କ ଚିଠି: 17 ମାର୍ଚ୍ଚରେ ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ

ସୋମବାର ଅପରାହ୍ନରେ ରାଜ୍ୟପାଳ ସିଏମ କମଳନାଥଙ୍କୁ ମଙ୍ଗଳବାର ଫ୍ଲୋର ଟେଷ୍ଟ ପାଇଁ ଚିଠି ଲେଖିଛନ୍ତି । ଏହାସହ ଚିଠିରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଯଦି ଆସନ୍ତା କାଲି ଫ୍ଲୋର ଟେଷ୍ଟ ପାଇଁ କମଳନାଥ ସରକାର ଅରାଜି ରୁହନ୍ତି ତେବେ, ସରକାରଙ୍କ ପାଖରେ ସଂଖ୍ୟାଗରିଷ୍ଠତା ନଥିବା ବିଚାରକୁ ନିଆଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.