ETV Bharat / bharat

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଶିବରାଜ ଲେଖିଲେ ‘ସତ୍ୟମେବ ଜୟତେ’

author img

By

Published : Mar 19, 2020, 11:15 PM IST

ମଧ୍ୟପ୍ରଦେଶରେ ଫ୍ଲୋର ଟେଷ୍ଟ ପାଇଁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଖୁସି ବ୍ୟକ୍ତ କରିଛନ୍ତି । ସେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସତ୍ୟର ବିଜୟ ବୋଲି କହିଛନ୍ତି । ସେ ଟ୍ବଟ କରି କହିଛନ୍ତି, "ସତ୍ୟମେବ ଜୟତେ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ନୂଆଦିଲ୍ଲୀ: ଶୁକ୍ରବାର ମଧ୍ୟପ୍ରଦେଶରେ ଫ୍ଲୋର ଟେଷ୍ଟ ପାଇଁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଖୁସି ବ୍ୟକ୍ତ କରିଛନ୍ତି । ସେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସତ୍ୟର ବିଜୟ ବୋଲି କହିଛନ୍ତି । ସେ ଟ୍ବଟ କରି କହିଛନ୍ତି, "ସତ୍ୟମେବ ଜୟତେ ।

ଫଟୋ ସୌଜନ୍ୟ: ଟ୍ବିଟର@ChouhanShivraj
ଫଟୋ ସୌଜନ୍ୟ: ଟ୍ବିଟର@ChouhanShivraj

ଶିବରାଜ ଆହୁରି ମଧ୍ୟ କହିଛନ୍ତି ଯେ, ମଧ୍ୟପ୍ରଦେଶର କଂଗ୍ରେସ ସରକାର ଗଣତନ୍ତ୍ରକୁ ପରିହାସ କରିଥିଲା। ଭଲ୍ଲାଭ ଭବନଙ୍କୁ ଦଲାଲ କେନ୍ଦ୍ରରେ ପରିଣତ କରାଯାଇଥିଲା । ମଦ ମାଫିଆ, ବାଲି ଏବଂ ପରିବହନ ମାଫିଆ ପ୍ରାଧାନ୍ୟ ବିସ୍ତାର କରିଥିଲେ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ହୋଇପଡିଛି ।

ଏଠାରେ ସୂଚନା ଯୋଗ୍ୟ ଯେ, ଶୁକ୍ରବାର ଅପରାହ୍ନ 5 ଟା ସୁଦ୍ଧା ଫ୍ଲୋର ଟେଷ୍ଟ ପାଇଁ ସୁପ୍ରିମକୋର୍ଟ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଜେପିର ଦାବି ଉପରେ ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି ।

ମାର୍ଚ୍ଚ 16 ରେ ମଧ୍ୟପ୍ରଦେଶରେ ବାଚସ୍ପତି ରାଜ୍ୟପାଳଙ୍କ ଅଭିଭାଷଣ ପରେ ମାର୍ଚ୍ଚ 26 ପର୍ଯ୍ୟନ୍ତ ଗୃହକୁ ସ୍ଥଗିତ ରଖିଥିଲେ । ରାଜ୍ୟରେ କୋରୋନା ବିପଦକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.