ETV Bharat / bharat

ମଧ୍ୟପ୍ରଦେଶ ମହାଡ୍ରାମା: ଫ୍ଲୋରଟେଷ୍ଟ ପାଇଁ ସୁପ୍ରିମକୋର୍ଟରେ ବିଜେପି

ମଧ୍ୟପ୍ରଦେଶ ବିଧାନସଭାରେ ଫ୍ଲୋରଟେଷ୍ଟ(ବହୁମତ ପରୀକ୍ଷା) କରିବାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲା ବିଜେପି । ଅଧିକ ପଢନ୍ତୁ...

MP floor test issue
ମଧ୍ୟପ୍ରଦେଶ ମହାଡ୍ରାମା: ଫ୍ଲୋରଟେଷ୍ଟ ପାଇଁ ସୁପ୍ରିମକୋର୍ଟରେ ବିଜେପି
author img

By

Published : Mar 16, 2020, 1:02 PM IST

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭାରେ ଫ୍ଲୋରଟେଷ୍ଟ(ବହୁମତ ପରୀକ୍ଷା) କରିବାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲା ବିଜେପି । ଆଜି ବିଧାସଭାରେ ଫ୍ଲୋରଟେଷ୍ଟ ହେବାକୁ ଥିବାବେଳେ କୋରୋନା ଲାଗି ବିଧାନସଭାକୁ ମାର୍ଚ୍ଚ 26 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି ।

ସୂଚନାଥାଉକି, କଂଗ୍ରେସର 22 ଜଣ ବିଧାୟକ ଇସ୍ତଫା ଦେଇଛନ୍ତି । ଫଳରେ ସରକାର ଏଠାରେ ସଂଖ୍ୟାଗରିଷ୍ଠତା ହରାଇଥିବା ଦାବି କରି ବହୁମତ ପରୀକ୍ଷା ଦାବି କରିଥିଲା ବିଜେପି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.