ETV Bharat / bharat

ଏମପିରେ 74 ୟୁପିରେ 12ଟି ରେଳ କୋଚ ହେଲା ଆଇସୋଲେସ ଓ୍ବାର୍ଡ

author img

By

Published : Apr 26, 2020, 1:15 PM IST

ଉତ୍ତରପ୍ରଦେଶର ମୁରାଦାବାଦ ଓ ମଧ୍ୟପ୍ରଦେଶର ଭୋପାଳ ଡିଭିଜନରେ ରେଳବିଭାଗ ପକ୍ଷରୁ ରେଳ କୋଚକୁ ଆଇସୋଲେସନ ୱାର୍ଡରେ ପରିଣତ କରାଯାଇଛି । ଅଧିକ ପଢନ୍ତୁ....

COVID19
ଏମପିରେ 74 ଓ ୟୁପିରେ 12ଟି ରେଳ କୋଚ ହେଲା ଆଇସୋଲେସ ଓ୍ବାର୍ଡ

ଲକ୍ଷ୍ନୌ: ଭାରତରେ କୋଭିଡ-19 ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଛି । ବର୍ତ୍ତମାନ ସୁଦ୍ଧା ଦେଶରେ 26 ହଜାର ଛୁଇଁଛି ଆକ୍ରାନ୍ତଙ୍କ ସଂଖ୍ୟା । ଯାହା ବେଶ ଚିନ୍ତାର କାରଣ ପାଲଟିଛି । ଆଉ ଏଦିଗରେ ପୂର୍ବରୁ ଆଉ ଏବେ ସହୋଯୋଗ ଜାରି ରଖିଛି ଭାରତୀୟ ରେଳ ବିଭାଗ ।

ଉତ୍ତରପ୍ରଦେଶର ମୁରାଦାବାଦ ରେଳ ଷ୍ଟେସନରେ କୋଭିଡ-19 ସଂକ୍ରମିତଙ୍କ ପାଇଁ 12ଟି ରେଳ କୋଚକୁ ଆଇସୋଲେସନ ୱାର୍ଡରେ ପରିଣତ କରିଛି ରେଳ ବିଭାଗ । ସେହପରି, ମଧ୍ୟପ୍ରଦେଶର ଭୋପାଳ ଡିଭିଜନରେ ଭାରତୀୟ ରେଳବିଭାଗ ପକ୍ଷରୁ 74ଟି ରେଳ କୋଚକୁ ଆଇସୋଲେସନ ୱାର୍ଡରେ ପରିଣତ କରାଯାଇଛି ।

ତେବେ ଉଭୟ ରାଜ୍ୟରେ କୋରୋନାର ପ୍ରକୋପ ଜାରି ରହିଥିବାବେଳେ, ଉତ୍ତର ପ୍ରଦେଶରେ କୋରୋନାରେ ସମୂଦାୟ 1,793 ଜଣ ଆକ୍ରାନ୍ତ ହୋଇଥିବାବେଳେ, 27 ଜଣଙ୍କର ପ୍ରାଣହାନୀ ଘଟିଛି । ସେହପରି ମଧ୍ୟପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 1945 ଛୁଇଁଥିବାବେଳେ, 99 ଜଣ ମୃତ୍ୟୁବରଣ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.